ରଙ୍ଗେଇଲୁଣ୍ଡାରେ ରାଜ୍ୟର ଦ୍ବିତୀୟ ବିହନ ପରୀକ୍ଷାଗାର ଉଦଘାଟିତ ଗଞ୍ଜାମ ରଙ୍ଗେଇଲୁଣ୍ଡାରେ ରାଜ୍ୟର ଦ୍ବିତୀୟ ବିହନ ପରୀକ୍ଷାଗାର ଉଦଘାଟିତ February 23, 2023 ବ୍ରହ୍ମପୁର: ଏଣିକି ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ଆଉ ଭୁବନେଶ୍ୱର ଯିବାକୁ ପଡ଼ିବ ନାହିଁ। ଗଞ୍ଜାମ ଜିଲାର ଚାଷୀମାନେ ନିଜ ଜିଲାରେ ବିହନ ପରୀକ୍ଷା କରାଇପାରିବେ। ରଙ୍ଗେଇଲୁଣ୍ଡା ଠାରେ ଥିବା ଆଞ୍ଚଳିକ କୃଷି ତାଲିମ ସମ୍ପ୍ରସାରଣ... Read More