ଡିଆରଡିଓର ବଡ଼ ସଫଳତା, ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ର ‘ରୁଦ୍ରମ-୨’ର ସଫଳ ପରୀକ୍ଷଣ ଦେଶ-ବିଦେଶ ଡିଆରଡିଓର ବଡ଼ ସଫଳତା, ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ର ‘ରୁଦ୍ରମ-୨’ର ସଫଳ ପରୀକ୍ଷଣ May 29, 2024 ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଆକାଶରୁ ଭୂପୃଷ୍ଠ ଲକ୍ଷ୍ୟ ଭେଦ କରିପାରୁଥିବା ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ର ରୁଦ୍ରମ-୨କୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ଆଜି ଓଡ଼ିଶା ଉପକୂଳରୁ... Read More