ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ପୋଲିସ କନଷ୍ଟେବଳ ମୃତ ଅପରାଧ ଦେଶ-ବିଦେଶ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ପୋଲିସ କନଷ୍ଟେବଳ ମୃତ November 7, 2021 ଶ୍ରୀନଗର : ଜମ୍ମୁ- କଶ୍ମୀରର ଶ୍ରୀନଗରରେ ଅଘଟଣ । ରବିବାର ସନ୍ଧ୍ୟାରେ ଶ୍ରୀନଗରରେ ଜଣେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳିରେ ଜଣେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ। ରବିବାର ଦିନ ଶ୍ରୀନଗରର ବାଟମାଲୁରେ ପୋଲିସ କନଷ୍ଟେବଳଙ୍କ ଉପରକୁ... Read More