Nitibani

ବିପଦରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରନାହିଁ, ବରଂ ବିପଦକୁ ସମ୍ମୁଖୀନ ହେବା ନିମନ୍ତେ ନିର୍ଭୀକ ହେବାକୁ ପ୍ରାର୍ଥନା କର । – ରବୀନ୍ଦ୍ର ନାଥ ଠାକୁର... Read More
ବିଶ୍ୱରେ ଏତେ ପରିମାଣରେ ଲୋକମାନେ ଭୋକିଲା ରହିଛନ୍ତି ଯେ ସେମାନଙ୍କ ପାଇଁ ଖାଦ୍ୟ ହିଁ କେବଳ ଈଶ୍ୱର, ଆଉ କେହି ନୁହନ୍ତି । – ମହାତ୍ମା ଗାନ୍ଧୀ... Read More
ଅଧିକାରକୁ ହରଣ କରିଥିବା ବ୍ୟକ୍ତିଙ୍କ ବିବେକ ନିକଟରେ ନିବେଦନ କରି ହୃତ ଅଧିକାରକୁ କେବେହେଲେ ଫେରାଇ ଅଣାଯାଇପାରେ ନାହିଁ । – ବି. ଆର. ଆମ୍ବେଦକର... Read More
ପ୍ରତ୍ୟେକ ଲୋକର ଆବଶ୍ୟକତାକୁ ମେଂଟାଇବା ପାଇଁ ପୃଥିବୀ ସବୁକିଛି ଯୋଗାଇ ଦେଇଥାଏ; କିନ୍ତୁ ଲୋଭକୁ ମେଂଟାଇବା ପାଇଁ ନୁହେଁ । – ମହାତ୍ମା ଗାନ୍ଧୀ... Read More

Categories