କୋଏଲ ନଦୀରେ ଭାସିଗଲା ଅଷ୍ଟମ ଶ୍ରେଣୀ ଛାତ୍ର ରାଉରକେଲା କୋଏଲ ନଦୀରେ ଭାସିଗଲା ଅଷ୍ଟମ ଶ୍ରେଣୀ ଛାତ୍ର October 31, 2021 ରାଉରକେଲା : ରାଉରକେଲାରେ ଅଘଟଣ । ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ତାଙ୍କ ନାମ ବିକାଶ ସିଂହ। ସେ ରାଉରକେଲାରେ ଏକ ଇଂରାଜୀ ମିଡିୟମ ସ୍କୁଲରେ ପଢ଼ନ୍ତି। ବିକାଶ... Read More