ପାଟଣା : ଚମ୍ପୁଆ ରେଞ୍ଜରେ ୨୪ ଟିକିଆ ହାତୀପଲଙ୍କ ଆତଙ୍କ । ଏକର ଏକର ଧାନ ଫସଲ ନଷ୍ଟ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ଚମ୍ପୁଆ ରେଞ୍ଜକୁ... Read More
Kendujhar
କେନ୍ଦୁଝର : କେନ୍ଦୁଝର ଜିଲା ସଦରଥାନା ଅନ୍ତର୍ଗତ ବଡ଼ପଶି ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ସନ୍ଧ୍ୟା... Read More
କେନ୍ଦୁଝର : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡ କ୍ରସ ଶାଖା ପକ୍ଷରୁ ନୂତନ ସ୍ୱେଛାସେବୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଦିଗଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ... Read More
କେନ୍ଦୁଝର : କେନ୍ଦ୍ର ସମବାୟ ବ୍ୟାଙ୍କ ଉପ ସଭାପତି ପାଇଁ ବିଜେଡି ସମର୍ôଥତ ପ୍ରାର୍ଥୀ ଭାବେ ରଶ୍ମି ରେଖା ଚକ୍ର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସମସ୍ତ ୧୫ ନିର୍ଦ୍ଦେଶକ ପଦବୀ ବିଜେଡି ଦଖଲରେ... Read More
କେନ୍ଦୁଝର : ୪ ଦିନ ହେବ କେନ୍ଦୁଝର ଜିଲ୍ଲା ର ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ତାଲା । ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ନିର୍ବାଚିତ ପ୍ରତିନିଧି । ଚଳିତ ବର୍ଷ ନିର୍ବାଚନରେ ବିଜେଡ଼ି ସମର୍ôଥତ... Read More
କେନ୍ଦୁଝର : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି... Read More
କେନ୍ଦୁଝର : ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରକୁ ଅବହେଳା କରାଯାଉଥିବା ନେଇ ସ୍ଥାନୀୟ ଅଧିବାସୀମାନେ ଜିଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବଂଶପାଳ ବ୍ଲକ ଅନ୍ତର୍ଗତ ଡଙ୍ଗା... Read More
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଗୋଣ୍ଡ୍ ସାଂସ୍କୃତିକ ସମାଜ ଚକ୍ରଧର ପଲ୍ଲୀର ବାର୍ଷିକ ସମ୍ମିଳନୀ ବିନିଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୨୩ ତାରିଖ ଅନୁଷ୍ଠିତ ସଭାରେ ପଲ୍ଲୀର ସଭାପତି ତ୍ରିଲୋଚନ ନାୟକ... Read More
କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ପଂଚାୟତ ହରିବେଡା ଗ୍ରାମର ଏକ ଆଦିବାସୀ ପରିବାରର ୧୨ ସଦସ୍ୟ ଖ୍ରୀଷ୍ଟଧର୍ମ ଛାଡି ସ୍ୱଧର୍ମକୁ ପ୍ରତ୍ୟାବର୍ତନ କରିଛନ୍ତି । ଏନେଇ ଗାଁରେ ଏକ କାର୍ଯ୍ୟକ୍ରମ... Read More
କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜରେ ୧୨ ଟିକିଆ ବଣୁଆ ହାତୀ ପଲଙ୍କ ଆତଙ୍କ I ସଦର ରେଞ୍ଜ ଅନ୍ତର୍ଗତ ବଡପଶି ମହାକୁଡ ସାହିକୁ ଉକ୍ତ ହାତୀ ପଲ ଧସେଇ ପଶିବା ସହ ଧାନ... Read More
