କେ.ନୂଆଗାଁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ କନ୍ଧମାଳ କେ.ନୂଆଗାଁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ February 10, 2022 ଫୁଲବାଣୀ : କନ୍ଧମାଳ ଜିଲା କେ.ନୂଆଗାଁର ଫରେଷ୍ଟ ରେଞ୍ଜର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳି ଅଭିଯୋଗରେ ବୈରାଗୀଙ୍କ ଘରେ ଚଢାଉ ହୋଇଛି । ରାଜ୍ୟରେ... Read More