Jajpur

ଯାଜପୁର : ବିରଜା କଲ୍ୟାଣ ମଣ୍ଡପ ପରିସରରେ ବିଜେପି ର କାର‌୍ୟକର୍ତା ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଗଠନ କୁ... Read More
ଯାଜପୁର : ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ନନ୍ଦିପୁର ପଞ୍ଚାୟତ ବାବଲପୁର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଫେରିବା ରାସ୍ତାରେ ଦୁଷ୍କର୍ମ ଉଦ୍ୟମ ଘଟଣା ସ୍ଥାନୀୟ... Read More
ଯାଜପୁର : ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ମାଡ ।ଏଭଳି ଘଟଣା ଘଟିଛି ଦଶରଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।... Read More
ଯାଜପୁର : ବିଞ୍ଝାରପୁର ବ୍ଳକ ଶାସନ୍ଦା ପଞ୍ଚାୟତ ବରୁଣା ଗ୍ରାମର ସଂଜୀବ ନାୟକ ଓ ଅନୁପମା ନାୟକଙ୍କ ପୁଅ ପ୍ରିୟସୋମଦତ୍ତ ନାୟକ ନିଟ୍ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୯ ର‌୍ୟାଙ୍କ ପାଇଥିବା ବେଳେ... Read More
ଯାଜପୁର : ଯାଜପୁର ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ ପକ୍ଷରୁ ଯାଜପୁର ରୋଡ଼ ରେଳ ଷ୍ଟେସନ ଅଂଚଳରୁ ଜଣେ ମହିଳାଙ୍କ ନିକଟରୁ ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ କରାଯାଇଛି । ଜବତ ଭାଙ୍ଗର ମୂଲ୍ୟ... Read More
ଯାଜପୁର : କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ଚରଣ ମୁଣ୍ଡା୩ ଦିନିଆ ଯାଜପୁର ଗସ୍ତରେ ଆସିଛନ୍ତି । କେନ୍ଦ୍ର ସରକାରଙ୍କର ବିଭିନ୍ନ ଗ୍ରାମା ଭିମୁଖୀ ଯୋଜନା ଗୁଡିକ ସମୀକ୍ଷା କରିଛନ୍ତି ।... Read More
ଯାଜପୁର :ଦଶରଥପୁରସରକାରୀ ଉଚ୍ଚ ବିଦ୍ୟାଳୟତରଫରୁ ଆଜି ଆନ୍ତର୍ଜାତୀୟସାକ୍ଷରତା ଦିବସ ପ୍ରଧାନ ଶିକ୍ଷକଡଃ ଅକ୍ଷୟକୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇ ଯାଇଛି ।ସାକ୍ଷରତାରହାରବୃଦ୍ଧି ପାଇଲେବିଶ୍ୱର ପ୍ରଗତି ତ ୱରାନ୍ୱିତହେବ ବୋଲି ଡଃ ପଣ୍ଡାମତଦେଇ ଥିଲେ । ଆନ୍ତର୍ଜାତୀୟସାକ୍ଷରତା... Read More
ଯାଜପୁର : ଚଳିତ ମାସ ୩ ତାରିଖ ଶନିବାର ସଂଧ୍ୟାରେ ଟିଉସନରୁ ଫେରିବା ରାସ୍ଥାରେ ଦଶରଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପଡ଼ୋଶୀ ବିଂଝାରପୁର... Read More
ଯାଜପୁର : ଜିଲ୍। ଗ୍ରାମ୍ୟ ଊନ୍ନୟନ ସଂସ୍ଥାସମ୍ମିଳନୀ ଗୃହରେଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତହୋଇଥିଲା । ଏଥିରେ ଯାଜପୁର ଜିଲ୍।ପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି କହିଲେ ଯେ, ଅଭିଯୋଗ ଏବଂ ସମସ୍ୟାର... Read More
ଯାଜପୁର : ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୁଦନପୁର ଗାଁର ବହୁ ଚର୍ଛିତ ପିହୁ ନିଖୋଜ ମାମଲାରେ ପୋଷ୍ଟର ମାରିଲା ପୋଲିସ । ପିହୁ ସଂପର୍କରେ ସୂଚନାଦାତାଙ୍କୁ ପୋଲିସ ପକ୍ଷରୁ ୫ ଲକ୍ଷ ଟଙ୍କା... Read More

Categories