ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର; ଧରାପଡ଼ିବା ପରେ କ୍ଷମା ମାଗି ଟଙ୍କା ଫେରାଇଲେ ଦୁଇ ନର୍ସ ବ୍ରହ୍ମପୁର ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର; ଧରାପଡ଼ିବା ପରେ କ୍ଷମା ମାଗି ଟଙ୍କା ଫେରାଇଲେ ଦୁଇ ନର୍ସ August 26, 2022 ଆଗକୁ ଏପରି ହେବ ନାହିଁ ବୋଲି ଅଧିକ୍ଷକଙ୍କୁ ଲିଖିତ ଜଣାଇଛନ୍ତି ବ୍ରହ୍ମପୁର : ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର l ଅସ୍ତ୍ରୋପଚାର ଦ୍ୱାରା ଛୁଆ ଜନ୍ମ ହେବା ପରେ ରୋଗୀଙ୍କ ଭାଇଙ୍କ ନିକଟରୁ... Read More