ବିଦେଶୀ ନାଗରିକ ନେଇପାରିବେ ଟିକା କରୋନା ଦେଶ-ବିଦେଶ ବିଦେଶୀ ନାଗରିକ ନେଇପାରିବେ ଟିକା August 9, 2021 ନୂଆଦିଲ୍ଲୀ: ଭାରତରେ ଏଣିକି ବିଦେଶୀ ନାଗରିକମାନେ କରୋନା ବିରୋଧୀ ଟିକା ନେଇ ପାରିବେ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଫିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଟିକା ପାଇଁ ଭାରତୀୟଙ୍କ ଭଳି ବିଦେଶୀ... Read More