ରାଜକୀୟ ସଉକ : ମାଛ ଧରିବା ପାଇଁ ତିଆରି ହେଲା ୧୦ କୋଟିର ବିଶାଳ ନୌକା ଦେଶ-ବିଦେଶ ରାଜକୀୟ ସଉକ : ମାଛ ଧରିବା ପାଇଁ ତିଆରି ହେଲା ୧୦ କୋଟିର ବିଶାଳ ନୌକା November 25, 2021 କଚ୍ଛ : ଗୁଜୁରାଟର ମାଣ୍ଡବୀ(କଚ୍ଛ)ର କୁଶଲ କାରିଗରମାନେ ଏକ ୨୦୭ ଫୁଟ୍ ଦୀର୍ଘ ବିଶିଷ୍ଟ ନୌକା ତିଆରି କରିଛନ୍ତି । ୧୦ କୋଟି ଟଙ୍କାରେ ତିଆରି ଏହି ବିଶାଳକାୟ ନୌକାରେ ୯ ଏୟାରକଣ୍ଡିସନ୍ କୋଠରୀ... Read More