ବିଞ୍ଜିଖୋଲ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର ସମ୍ବଲପୁର ବିଞ୍ଜିଖୋଲ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର April 10, 2022 ସମ୍ବଲପୁର : ସମ୍ବଲପୁର ଜିଲା ବାମରା ବନଖଣ୍ଡ ଅନ୍ତର୍ଗତ ବିଞ୍ଜିଖୋଲ ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଖବରପାଇ ବନବିଭାଗ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର ସହ ତଦନ୍ତ ଜାରି ରଖିଛି... Read More