ବିଶ୍ବ ରେକର୍ଡ କରିବ ବ୍ରହ୍ମପୁର ସରକାରୀ ଆଇଟିଆଇ, ସ୍ଥାପିତ ହେବ ବିଶାଳ ହକି ଲୋଗୋ ବ୍ରହ୍ମପୁର ବିଶ୍ବ ରେକର୍ଡ କରିବ ବ୍ରହ୍ମପୁର ସରକାରୀ ଆଇଟିଆଇ, ସ୍ଥାପିତ ହେବ ବିଶାଳ ହକି ଲୋଗୋ January 4, 2023 ବ୍ରହ୍ମପୁର: ସବୁଠି ହକି ଫିଭର୍। ପୁରୁଷ ହକି ବିଶ୍ବ କପ୍ ଆରମ୍ଭ ହେବା ପୂର୍ବରୁ ଟ୍ରଫି ରାଜ୍ୟ ସାରା ପରିକ୍ରମା କରୁଛି। ଯେଉଁଠି ଟ୍ରଫି ପହଞ୍ଚୁଛି ସେଠି ମିଳୁଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ଏହି... Read More