ସାଇବର ଥାନା ଦ୍ୱାରା ଠକାମି ଅଭିଯୋଗରେ ସନ୍ତୋଷ ଭୋଳ ଗିରଫ
ବଲାଙ୍ଗିର : ଲୋଇସିଙ୍ଗା ଆଂଚଲ କିଛି ଲୋକଙ୍କୁ ଚାକିରି କରାଇଦେବା ନାମରେ ୫,୪୯,୦୦୦ ଟଙ୍କା ଆଣିଥିବା ଏହି ମାମଲାରେ ସାଇବର ଥାନାରେ ଠକାମି ଶିକାର ଯୁବକ ମାନଙ୍କ ଅଭିଯୋଗ କ୍ରମେ ସନ୍ତୋଷ ଭୋଳ କୁ ଗିରଫ ହୋଇଥିବା ବଲାଙ୍ଗିର ଏସଡିପିଓ ତୁଫାନ୍ ବାଗ ସୂଚନା ଦେଇଛନ୍ତି କ୍ଷ ଏତଲା କୁ ଭିତ୍ତି କରି ସାଇବର ପୋଲିସ କେସ ନମ୍ବର ୭୫/ ୨୦୨୨,ଦଣ୍ଡବିଧି ଆଇନର ୪୨୦/ ୫୦୭ ଦଫାରେ ମାମଲା ରୁଜ୍ଜୁ କରି ଗତକାଲି ତାଙ୍କୁ ଗିରଫ କରାଯାଇଥିବା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଓ ଶ୍ରୀ ଭୋଳ କେଶରୀଆ ହିନ୍ଦୁ ବାହିନୀର ଜଣେ ନାମକରା ରାଜ୍ଯ ସ୍ତରୀୟ ନେତା ହୋଇଥିବାରୁ ଏହି ଘଟଣା ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ଓ
