ସଜନାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବୁଧବାର ରାତିରେ କେନ୍ଦ୍ରର ତାଲା ଭାଙ୍ଗି ଦୃବୃତମାନେ କଳାକନା ବୁଲାଇଛନ୍ତି
ନୀଳଗିରି : ପ୍ରାପ୍ତ ସୂଚନା ଅନୁସାରେବୁଧବାର ବିଳମ୍ବିତ ରାତିରେଦୃବୁତମାନେ ସ୍ୱାସ୍ଥ୍ୟ କେନ୍ଦ୍ର ରମୁଖ୍ୟ ଫାଟକରେ ତାଲା ଭାଙ୍ଗିବା ପରେ ରୁମ ଗୋଡ଼ିକରେତାଲା ଭାଙ୍ଗିଥିଲେ । ରୁମରେ ଥିବା ଇନଭେଟର, କମ୍ପ୍ୟୁଟର, ପଙ୍ଖା ଅନ୍ୟାନ୍ୟ ସମସ୍ତସାମଗ୍ରୀ ଚୋରି କରି ନେଇଥିଲେ । ସକାଳେ ଡାକ୍ତର , ଫାର୍ମସିଷ୍ଟ ପହଂଚି ଦେଖନ୍ତେ ସବୁ ଘରର ତାଲା ଭଙ୍ଗା ଯାଇଥିବା ବେଳେ ସମସ୍ତ ସରଞ୍ଜାମ ଚୋରି ହୋଇଯାଇଛି । ପରେ ନୀଳଗିରି ଥାନାୋର ଅଭିଯୋଗ ପରେ ପୋଲିସ ପକ୍ଷରୁଘଟଣାର ତଦନ୍ତ କରିଛନ୍ତି ।
