ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ସଡ଼ଳ ସୁରକ୍ଷା ରାଲି
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ପୋଲିସ, ପରିବହନ ବିଭାଗ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବିଙ୍କ ମିଳିତ ଉଦ୍ୟମରେ ୨ୟ ସଡ଼କ ସୁରକ୍ଷା ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଥିଲା । ଏହି ରେଲିଟି ଝାରସୁଗୁଡା ବସଷ୍ଟାଣ୍ଡରୁ ସକାଳ ୮ଟାରେ ବାହାରି ସରବାହାଲ ସ୍କୁଲ ର୍ଯ୍ୟନ୍ତ ଯାଇଥିଲା । ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ଜିଲ୍ଲା ୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ରେଲିରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଓ ଟ୍ରାିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି । ସ୍କୁଲ ପିଲା ମାନେ ଗାଡି ନ ଚଲାଇବା, ମଦ୍ୟପାନ କରି ଦୃତ ଗତିରେ ଗାଡି ନଚଲାଇବା, ବାଇକ ଚାଳନାବେଳେ ହେଲମେଟ ପିନ୍ଧିବା, ଚାରିଚକିଆ ଯାନ ଚଳାଚଳବେଳେ ସିଟ ବେଲ୍ଟ ବାନ୍ଧିବାସହ ସମସ୍ତ ଟ୍ରାିକ ନିୟମକୁ ।ଳନ କରିବା ।ଇଁ ଲୋକଙ୍କୁ ସଚେତନ କରାଯାଇଛି । ଦୁର୍ଘଟଣା ରୋକିବା ।ଇଁ ଜିଲ୍ଲାର ୍ରତେକ ଲୋକଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାିକ ନିୟମ ପାଳନର ଆବଶ୍ୟକ ବିଷୟରେ ଅବଗତ କରାଇବା ଏହି ଶୋଭା ଯାତ୍ରା ର ଉଦେଶ୍ୟ ରହି ଥିଲା । ଏହି ରାଲିରେ ଛାତ୍ର ଛାତ୍ରୀ, ସ୍ୱଛୋସେବୀ, ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଚଂଳିକ ପରିବହନ ଅଧିକାରୀ ଦୀନବନ୍ଧୁ ସୁନ୍ଧି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେଶବ ଚନ୍ଦ୍ର ବେହେରା , ଏସ୍.ଡି.ପି.ଓ ନିର୍ମଳ କୁମାର ମହାପାତ୍ର ନିଳମାଧବ ସ୍ୱାଇଁ , ପ୍ରେସିଡେ ଅ କମର୍ସ ହୀରାଲାଲ ଲୋକଚନ୍ଦାନୀ,ଜୀବନ ମହାନ୍ତି ଝାରସୁଗୁଡ଼ା ମୁଖ୍ୟ ଥାନା ଅଧିକାରୀ ସାବିତ୍ରୀ ବଳ, ବାଳଗୋବିନ୍ଦ ମିଶ୍ର, ଶିକ୍ଷାବିତ ଟହଲୁ ସାହୁ ୍ରମୁଖ ଯୋଗଦାନୂର୍ବକ ସଡ଼କ ସୁରକ୍ଷା ସଚେତନତା ।ଇଁ ବିଦ୍ୟାଳୟର ଯୁବଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।
ଝାରସୁଗୁଡ଼ା ଥାନା ଅଧିକାରୀ ସାବିତ୍ରୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ ।
