ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିୟୋଗରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଶୋକ ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା ହୀରାବାଙ୍କ ବିୟୋଗ ସମ୍ବାଦ ଅତ୍ୟନ୍ତ ଦୁଃଖଦ । ଏହି କଷ୍ଟ ସମୟରେ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ବ୍ୟକ୍ତ କରୁଛି ।
Post Views: 25,637