ଭୂମି ହୀନ ମାନେ ପଟା ନପାଇବାରୁ ଗଣ ଧାରଣରେ ବସିଲେ ପଞ୍ଚାୟତ ବସି
ସିମୁଳିଆ : ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ଆଦିବାସୀ ହରିଜନ ପଞ୍ଚାୟତ ଏହି ପଞ୍ଚାୟତ ରେ ଆଦିକାଂଶ ଭୂମିହୀନ ବହୁ ଦୀନଧରି ଘର କରିବା ନିମନ୍ତେ ଜାଗା ପାଁଇ ସିମୁଳିଆ ତହସିଲ ଅଫିସ ରେ ଆବେଦନ କରି ଆଜି ଯାଏ ପଟାଟିଆ ପାଉନଥିଲା ବେଳେ ଅନ୍ୟ ପଞ୍ଚାୟତରୁ ଲୋକଙ୍କୁ ଆଣି ସେଠାରେ ଥଇଥାନ ପାଁଇ ତହସିଲଦାର ଯୋଜନା କରୁଥିବାରୁ କୌଣସି ସୂତ୍ରରୁ ଜାଣି ପାରିବାରୁ 30/9/22 ରିଖରେ ଗଣ ଧାରଣା ଦେବ ପାଁଇ ଏକ ଲିଖିତ ଅଭିଯୁଗ ସିମୁଳିଆ ତହସିଲଦାର ଙ୍କୁ ଜଣାଇ ଥିଲେ ଏବଂତହସିଲଦାର ଅଭିଯୁଗର କୌଣସି ପଦକ୍ଷେପ ନନେବାରୁ ଗ୍ରାମ ବସି ତଥା ସରପଞ୍ଚ ସମିତି ସଭ୍ୟ ଭମୀହୀନ ମାନେ ବହୁ ସଂଖ୍ୟା ରେ ଏକ ହଇ ଆଜି ଦୀନ 10 ଘଟିକା ସମୟରେ ସିମୁଳିଆ ତହସିଲ ଅଫିସ ଆଗରେ ଗଣ ଧାରଣରେ ବସିଥିଲେ ସିମୁଳିଆ ତହସିଲଦାର ଯଥା ଶୀଘ୍ରସେମାନଙ୍କ ର ଉପରସ୍ଥ ଅଫିସରଙ୍କୁ ଜଣାଇ ହଇଥିବା ଅଭି ଯୁଗକୁ କାର୍ଯ୍ୟ କରିବାର ପ୍ରତିଶୃତି ପରେ ଗଣ ଧାରଣରୁ ସମସ୍ଥ ଗ୍ରାମ ବସି ଧାରଣା ପ୍ରତ୍ୟା ହାର କରିଥିଲେ
