ରାଜ୍ୟରେ ଗତ ୨୪ ଘଂଟାରେ ୮ ହଜାରରୁ ଅଧିକ କରୋନା ଟେଷ୍ଟ
Clalit Health Services Medical worker conduct tests on PCR samples to determine if they are positive for covid-19 at a Clalit Health Services laboratory in Jerusalem on January 10, 2021. Photo by Olivier Fitoussi/Flash90 *** Local Caption *** עובדי מעבדה של כללית מבצעים בדיקות לנגיף כורונה על דגימות PCR במעבדה לשירותי בריאות כללית בירושלים
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଲଗାତର ଭାବରେ କମିଚାଲିଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଂଟାରେ ପୁରା ରାଜ୍ୟରେ ସମୁଦାୟ ୮ ହଜାର ୭୩୫ ଜଣଙ୍କର କରୋନା ଟେଷ୍ଟ କରାଯାଇଅଛି ।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ଶନିବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୩୮ ଲକ୍ଷ ୬୦ ହଜାର ୨୩୮ ରେ ପହଂଚିଛି ।
