୨୫ ବର୍ଷରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଆର୍ଥକ ମହାଶକ୍ତି ହେବ ଏସ୍ଆର୍ଏଚ୍ୟୁ ସମାବର୍ତନ ଉତ୍ସବରେ କହିଲେ ରକ୍ଷାମନ୍ତ୍ରୀ
ଋଷିକେଶ : ସ୍ୱାମୀ ରାମ ହିମାଳୟନ ବିଶ୍ୱବିଦ୍ୟାଳୟ(ଏସ୍ଆର୍ଏଚ୍ୟୁ)ର ସମାବର୍ତନ ଉତ୍ସବରେ ଶନିବାର ଦିନ ରକ୍ଷାମନ୍ତୀ ରାଜନାଥ ସିଂହ କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟ ଚିକିତ୍ସା ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଜରିଆରେ ମାନବତାର କଲ୍ୟାଣର କୀର୍ତିମାନ ସ୍ଥାପିତ କରିସାରିଛି । ସେ କହିଛନ୍ତି ଯେ ଭାରତ ପୁରା ବିଶ୍ୱରେ ଉନ୍ନତିର ଏକ ନୂଆ ଇବାରତ ଲେଖୁଛି ଏବଂ ଆସନ୍ତା ୨୫ ବର୍ଷରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଆର୍ôଥକ ମହାଶକ୍ତି ହେବ ।
