ନିଖୋଜ ପୂର୍ବତନ ବିଧାୟକ ଉଦ୍ଧାର
ଭୁବନେଶ୍ୱର : ନିଖୋଜ ପୂର୍ବତନ ବିଧାୟକ ହେଲେ ଉଦ୍ଧାର । ନିଖୋଜ ଥିଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର । ସରୋଜ ପାଢ଼ୀଙ୍କୁ ଉଦ୍ଧାର କଲା କମିଶନରେଟ ପୋଲିସ । କ୍ୟାପିଟାଲ ଥାନାର ଏକ ସ୍ୱତନ୍ତ୍ର ଟିମ୍ ଉଦ୍ଧାର କଲା । ବ୍ରହ୍ମପୁର ବାଲୁଗାଁ ମଧ୍ୟରେ ଟ୍ରେନରୁ ଉଦ୍ଧାର କଲା କମିଶନରେଟ ପୋଲିସ । ଗତ ୧୨ ତାରିଖରୁ ନିଖୋଜ ଥିଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ । ପରିବାର ଲୋକେ କ୍ୟାପିଟାଲ ଥାନାରେ ଦେଇଥିଲେ ଏତଲା ।
