ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆଜି ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାନ୍ତି । ସିବିଆଇ ଯାଂଚର ରିପୋର୍ଟ ମାଗିଥିବା ଦେଶମୁଖଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ବମ୍ବେ ହାଇକୋର୍ଟରେ ଆବେଦନ କରିବା ପାଇଁ ସୁପ୍ରିମକୋର୍ଟ ଅନିଲ ଦେଶମୁଖଙ୍କୁ ସ୍ୱାଧୀନତା ଦେଇଛନ୍ତି ।
Post Views: 3,036