କଟକ : ଶୁକ୍ରବାର ସନ୍ଧ୍ୟା ସାଢେ ଛଅଟା ବେଳେ ବାଦାମବାଡି ଥାନା ସମ୍ମୁଖସ୍ଥ ଭରତିଆ ଟାୱାରରେ ଆକସ୍ମିକ ଭାବେ ଏକ ଅଗ୍ନିକାଣ୍ଡ ଘଟଣା ଘଟିଯାଇଛି । ଟାୱାରର ୬ ମହଲାର ଏକ କୋଠରୀରେ ବିଦ୍ୟୁତ ସଟ ସର୍କିଟ ହେତୁ ନିଆଁ ଲାଗିଯାଇଥିଲା । ତେବେ ଏଥିରେ ସେପରି କୈାଣସି କ୍ଷୟକ୍ଷତି ଘଟିନଥିଲେ ହେଁ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ ।
Post Views: 22,634