ଜୁନାଗଡ଼ ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ଘନଶ୍ୟାମ ମେହେର ଭିଜିଲାନ୍ସ ଦ୍ୱାରା ଗିରଫ ଓ କୋର୍ଟଚାଲାଣ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କିରାଣୀ ଘନଶ୍ୟାମ ମେହେର ଓଡିଶା ଭିଜିଲାନ୍ସ କୋରାପୁଟ ଦ୍ୱାରା ଗିରଫ ହୋଇଛନ୍ତି । କୋରାପୁଟ ପି ଏସ କ୍ସେ ନଂ -୪୮/୧୦/୦୯/୨୦୧୫ଙ୍କ/ଗ୍ଦ ୧୩(୨)କ୍ସ/ଙ୍ଗ୧୩(୧)(ୟ)/୭ପ୍ରେଭେନସନ କରପସନ ବମଗ୍ଧ ୧୯୮୮ଅନୁସାରେ ଗିରଫ କରିଛନ୍ତି । ଜୁନାଗଡ଼ ତହସିଲଦାର ଙ୍କ ନିର୍ଦେଶ ଅନୁସାରେ ଆର. ଆଇ. କୁଳିହାରୀ ଡିମାରକେସନ ଓ କାନଭରସନ ପାଇଁ ସ୍ପେସିଆଲ କୋର୍ଟ ବିଚାର ବିଭାଗ ଭିଜିଲାସନ୍ସ ଭବାନୀପାଟଣାଙ୍କ ଠାରୁ ଦୁର୍ନୀତି କାର୍ଯ୍ୟ ପାଇଁ ଏକ ବର୍ଷ ଏବଂ ୧୦,୦୦୦/-ଟଙ୍କା ଜରିମାନା ଥିଲା, ପରବର୍ତୀ ସମୟରେ ପୁଣି ୩ ମାସ ସହ ଙ୍କ/ଗ୍ଦ୧୩(୨)ଦୁର୍ନୀତି ଆଇନ ଅନୁସାରେ ଥିଲା, ପରବର୍ତୀ ସମୟରେ କୋର୍ଟ ୬ ମାସ ଏବଂ ୫୦୦୦/-ଟଙ୍କା ଦଣ୍ଡ ଥିଲେ ମଧ୍ୟ ଡେଫଲଟ ଥିଲା । ପରବର୍ତୀ ସମୟରେ ୧ ମାସ ସହ ଅଫେନ୍ସ ଙ୍କ/ଗ୍ଦ୭କ୍ଟ୍ରମ ବମଗ୍ଧ ୧୯୮୮ ଉଭୟ ଦଣ୍ଡରେ ବହିଷ୍କାର କରିଥିଲେ ଓ ଗିରଫ କରିଥିଲେ । ଏହି ଦୁର୍ନୀତିକାରି କିରାଣୀଙ୍କ କ୍ସେ କୁ ଏ. କେ. ମାଝୀ ଅବସର ପ୍ରାପ୍ତ ଡି. ଏସ.ପି.କୋରାପୁଟ ଡିଭିଜନ ଅଶ୍ୱିନୀ କୁମାର ସାହୁ ସ୍ପେସିଆଲ ପି. ପି. ଭିଜିଲାସନ୍ସ ଭବାନୀପାଟଣା ପରିଚାଳନା କରିଥିବା ପ୍ରକାଶ ।
