ଲୋରି ପଛ କୁ ପିଟିଲା ଡ୍ରମ୍ପର
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ 16 ନମ୍ବର ଜାତୀୟ ରାଜମଞ୍ଜୁରୀପୁର ଠାରେ ରାଜ ପଥ କୁ ଲଗାଇ ହୁଟେଲ ରେ ଡ୍ରାଇଭ୍ର ମାନସ ଦାସ 22 ବର୍ଷ ପିତା ଅର୍ଜୁନ ଦାସ ବାସୁଦେବପୁର ବ୍ଲକ ଭଟପଡା ଗ୍ରାମର ଅଟନ୍ତି ମାଛ ବୋଝେଇ ଲୋରି ରାସ୍ତା ଉପରେ ରଖି ହୁଟେଲର ଖାଉଥିବା ବେଳେ ବାଲି ବୋଝେଇ ଡ୍ରମ୍ପର ବାଲେଶ୍ୱର ଅଭି ମୁଖେ ଆସୁ ଥିବା ବେଳେ ମାଛ ବୋଝେଇ ଲୋରି ପଛ ପଟକୁ ପିଟିଥିଲା ବେଳେ ଡ୍ରମ୍ପର ଡ୍ରାଇଭ୍ର ମାନସ ପ୍ରଥମେ ଭଦ୍ରକ ମେଡିକାଲ ଅତି ଗୁରୁତର ହଇ ଥିବାରୁ ସେଠାରୁ କାର୍ଯ୍ୟ ରତ ଡାକ୍ତର କଟକ ବଡ଼ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ମାନସ ଦାସ ବର୍ତ୍ତ ମନ କିପରି ଅଛି ଏଯାଏ ଜଣା ପଡି ନାହିଁ ଏଠି ପ୍ରଶ୍ନ ଉଠେ 16 ନମ୍ବର ଜାତୀୟ ରାସ୍ତା ଗଲା ପରେ ପୁରୁଣା ଜାତୀୟ ରାଜ ପଥରେ କିଛି ବ୍ୟକ୍ତି ହୁଟେଲ କରିଥିବାରୁ ଯାତାୟତ କରୁଥିବା ଲୋରି ଓ ଅନ୍ୟାନ ଗାଡି ରାସ୍ତା ଉପରେ ରଖି ହୁଟେଲ ରେ ଖାଉଛନ୍ତି ଫଳରେ ରାଜ ପଥ ଯାମ ରହୁଥିବାରୁ ବହୁ ସାଧାରଣ ଲୋକ ଓ ବାଇକ ଚାଳକ ଧକା ହେଉ ଅଛନ୍ତି କିଛି ଲୋକ ବା ଡ୍ରାଇଭ୍ର ବାଇକ ଚାଳକ ଧକ୍କା ହଇ କିଛି ଜୀବନ ଯାଉଥିବା ବେଳେ କିଛି ମରଣ ମୁଖରୁ ବଞ୍ଚି ଯାଉଛନ୍ତି ଏଠି ସାଧାରଣରେ ପ୍ରଶ୍ନ ପୁରୁଣା ବା ରାଜ ରାସ୍ତା କୁ ଲଗାଇ କୌଣସି କାଗଜ ପତ୍ର ନଥାଇ ହୁଟେଲ କରି ଗାଡି ରଖିବାର ଜାଗା ନଥିବାରୁ ରାସ୍ତା ଉପରେ ଗାଡି ରଖୁ ଥିବାରୁ ଗାଡି ଧକ୍କା ରେ ବହୁ ଲୋକ ଓ ଡ୍ରାଇଭ୍ରର ଜୀବନ ହାରୁଛନ୍ତି N H ର ପ୍ରଶାସନ ନଜର ଦେଲେ ହୁଏତ କିଛ ଲୋକଙ୍କ ଧକ୍କା ରୁ ବଞ୍ଚି ଯିବାର ସମ୍ବାବନା ରହୁ ଥିବାରୁ ସାଧାରଣ ରେ ଚର୍ଚ୍ଚା ହେଉଛି I
