ଶୁକ୍ରବାର ଦିନ ମରିଗଲେ ବି ଖାଆନ୍ତୁ ନାହିଁ ଏହି ଗୋଟେ ଜିନିଷ ! ଜୀବନସାରା ଲାଗି ରହିବ ଦାରିଦ୍ର୍ୟତା
ସପ୍ତାହର ପଞ୍ଚମ ଦିନ ଶୁକ୍ରବାର ବିଷୟ ରେ ଶୁକ୍ରବାର ର ସ୍ୱାମୀ ଶୁକ୍ରଗ୍ରହ ଅଟନ୍ତି ଯିଏ କି ପ୍ରେମ, ବିବାହ , ଆନନ୍ଦ ଏବଂ ଶୁଖ ସମୃଦ୍ଧି ର ପ୍ରତିକ ଅଟନ୍ତି ଜ୍ୟୋତିଷ ଶାସ୍ତ୍ର ରେ ଶୁକ୍ର ଗ୍ରହ କୁ ଶୁଭ ବୋଲି ମନାଯାଏ ଶୁକ୍ରବାର ମହାଲକ୍ଷ୍ମୀ ଙ୍କୁ ବି ସମର୍ପଣ କରାଯାଇଛି । ସେଥିପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ବି ପ୍ରଶନ୍ନ କରି ପାରିବେ ଏହା ସହିତ ଶୁକ୍ରବାର ଦିନ ତିରୁପତି ବାଲ୍ଲାଜି ଙ୍କର ପୂଜା କରାଯାଏ ।
ଏହି ଶୁକ୍ରବାର ଦିନରେ ତିରୁପତି ବାଲ୍ଲାଜୀ ଙ୍କର ପୂଜା କରିଲେ ସୁଖ ସମୃଦ୍ଧି ଏବଂ ଧନ ର ଆଗମନ ହୋଇଥାଏ , ତେବେ ଆମେ ଆଜି ଜାଣିବା ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କିବା ପାଇଁ କଣ ଉପାୟ ମାନ କରିବା ଜରୁରୀ ସେହି ବିଷୟରେ ଜାଣି ନେବା । ତେବେ ବନ୍ଧୁଗଣ ସବୁ ବେଳେ ଧ୍ୟନ ରଖନ୍ତୁ ଯେବେ ବି ଆପଣ ମାନେ ମହା ଲକ୍ଷ୍ମୀ ଙ୍କର ଆରଧନା କରିବେ ତାହା ସହିତ ଭଗବାନ ବିଷ୍ଣୁ ଙ୍କର ବି ଆରୋଧନା କରନ୍ତୁ ତେବେ ମହା ଲକ୍ଷ୍ମୀ ଆପଣ ମାନଙ୍କର ପୂଜା କୁ ଶିକ୍ୱାର କରିବେ ଏବଂ ଆପଣ ମାନଙ୍କୁ ଆଶ୍ରୀବାଦ ପ୍ରଦାନ କରିବେ ।
ଦୁଇରେ ମା’ଙ୍କ ପ୍ରତ୍ୟେକ ରୂପ ଲାଲ୍ ରଙ୍ଗ ରେ ହୋଇଥାଏ ସେହିଥଇ ପାଇଁ ମହାଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବା ପାଇଁ ଶୁକ୍ରବାର ଦିନ ମହାଲକ୍ଷ୍ମୀ ଙ୍କ ମନ୍ଦିର ଜାଇ ମାଆ ଙ୍କୁ ଲାଲ ରଙ୍ଗ ର ବସ୍ତ୍ର ଲାଲ ରଙ୍ଗ ର ଫୁଲ ଆଦି ପ୍ରଦାନ କରନ୍ତୁ । ବିବାହିତ ମହିଳା ମାନେ ବିବାହ ର ଜିନିଷ ଛଢାନ୍ତୁ, ଏବଂ କନ୍ୟା ଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ , ସେହି ପରି ଶୁକ୍ରବାର ଦିନ ମହାଲକ୍ଷ୍ମୀ ଙ୍କର ବ୍ରତ କରିବାର ମାନ୍ୟତା ରହିଛି ଜାହାକୁ ବୈଭବ ମହାଲକ୍ଷ୍ମୀ ବ୍ରତ ବୋଲି କୁହାଯାଏ ।
ଏହା ସହିତ ଶୁକ୍ରବାରକୁ ମା’ ସନ୍ତୋଷୀଙ୍କର ବି ପୂଜା କରାଯାଏ ଆପଣ ମାନେ କୈଣସି ବି ମନସ୍କାମନା କୁ ପୂରଣ କରିବା ପାଇଁ ଶୁକ୍ରବାର କୁ ବୈଭବ ଲକ୍ଷ୍ମୀ ବ୍ରତ କରି ସଂଙ୍କଳ୍ପ ନିଅନ୍ତୁ ଦିନ ରେ ଉପବାସ ରହି ସଂନ୍ଧ୍ୟା ରେ ମାତା ଲକ୍ଷ୍ନୀ ଙଅକୁ ବିଧି ବିଧାନ ସହିତ ପୂଜା କରାଯାଏ ।
