ଖେଳ

ନୂଆଦିଲ୍ଲୀ : ସେଂଚୁରିଆନ ଟେଷ୍ଟରେ ଶତକ ଅର୍ଜନ କରିଥିବା କେଏଲ ରାହୁଲଙ୍କୁ ଆଇସିସି ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଜବରଦସ୍ତ ଫାଇଦା ମିଳିଛି । ରାହୁଲ ୧୮ଟି ସ୍ଥାନ ଉପରକୁ ଉଠି... Read More
ମୁମ୍ବାଇ : ପୁଣି କ୍ରିକେଟ ପାଇଁ କାଳ ହେଲା କୋରୋନା । ଦେଶରେ ଦୈନିକ ବର୍ଦ୍ଧିତ କୋଭିଡ-୧୯ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ରଣଜୀ ଟ୍ରଫି ୨୦୨୧-୨୨ ସଂସ୍କରଣର ଟୁର୍ନାମେଣ୍ଟକୁ ସ୍ଥଗିତ ଘୋଷଣା କରିଛି... Read More
ନୂଆଦିଲ୍ଲୀ: ପୁଣି କ୍ରିକେଟ ମୈଦାନରେ ଛକା-ଚୌକା ସହ ପଡ଼ିବ ଉଇକେଟ୍ । ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିଲେ ମଧ୍ୟ ଏହି... Read More
ଜୋହାନ୍ସବର୍ଗ : ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ମଙ୍ଗଳବାର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଭାରତୀୟ ଟିମ ଦୃଢ ସ୍ଥିତିରେ ରହିଛି । ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା... Read More
ଜୋହାନସବର୍ଗ : ୱାଣ୍ଡରର୍ସରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ବୋଲିଂରେ ଜଲୱା ଦେଖାଇଛନ୍ତି ଶାର୍ଦ୍ଦୁଲ ଠାକୁର । ଶାର୍ଦ୍ଦୁଲଙ୍କ ଘାତକ ବୋଲିଂ ବଳରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୨୯ ରନରେ ଅଲଆଉଟ୍... Read More
ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ୪-୨ରେ ହରାଇଲା ଓଡ଼ିଶା ପଣଜୀ(ଗୋଆ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ) ୨୦୨୧-୨୨ରେ ସୋମବାର ଖେଳାଯାଇଥିବା ମୁକାବିଲାରେ ଓଡିଶା ଏଫସିର ଦମଦାର ବିଜୟ । ଟେବୁଲ ଟପର ମୁମ୍ବାଇ... Read More
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୨୦୨ ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ । କାମଚଳା ଟେଷ୍ଟ କ୍ୟାପଟେନ କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଲଢୁଆ ଇଂନିସ ବ୍ୟତୀତ ଅନ୍ୟ... Read More
ଜୋହାନ୍ସବର୍ଗ: ଭାରତୀୟ କ୍ୟାପଟେନ ବିରାଟ କୋହଲି ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ବିରାଟ ।... Read More
ଭୁବେନଶ୍ବର : ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଛନ୍ତି ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡା। ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପାଇଛନ୍ତି ଋତପର୍ଣ୍ଣା। ସାଇକେଲ ଚାଳିକା ସ୍ୱସ୍ତି... Read More
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ବର୍ଗ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବରେ... Read More

Categories