ଦୁର୍ଗା ପୂଜା ଓଡ଼ିଶାର ତଥା ହିନ୍ଦୁ ମାନଙ୍କର ଏକ ବିଶେଷ ପୂଜା ଅଟେ। ଏହି ପର୍ବର ଶେଷ ଦିନଟି ଦଶହରା ତଥା ବିଜୟା ଦଶମୀ ନାମରେ ପରିଚିତ। କଟକର ଏହା ଏକ ପ୍ରଧାନ ପର୍ବ... Read More
ସ୍ୱତନ୍ତ୍ର
ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର । ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ପାରମ୍ପରିକ ରୀତିମତେ ଆରମ୍ଭ ହୋଇଥାଏ... Read More
ବାଣପୁର ସହରର ପଶ୍ଚିମ ଦିଗରେ ଘଣ୍ଟଶିଳା ପାହାଡ଼ ନିକଟରେ ଶାଳିଆ ନଦୀ କୂଳରେ ଭଗବତୀଙ୍କ ଦେଉଳ ଅବସ୍ଥିତ । ପ୍ରଧାନ ଦେଉଳ ସଂଲଗ୍ନରେ ଜଗମୋହନ ଓ ମଣ୍ଡପ ରହିଛି । ପଶ୍ଚିମାଭିମୁଖି ଦେବୀଙ୍କ ସିଂହଦ୍ୱାର... Read More
ଓଡ଼ିଶାର ପୁରୀ ଜିଲାର କାକଟପୁର ଠାରେ ପ୍ରାଚୀ ନଦୀ କୂଳରେ ଅବସ୍ଥିତ କାକଟପୁର ମଙ୍ଗଳା ମନ୍ଦିର । ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଅଟେ। ବର୍ଷ ତମାମ ଏଠାକୁ ଭକ୍ତମାନେ... Read More
ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହରରେ ଥିବା ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର । ଏହା ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଅବସ୍ଥିତ । ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରସିଦ୍ଧ ଦୁର୍ଗା ପୂଜା ମଧ୍ୟରେ... Read More
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ... Read More
ଯାଜପୁର : ଯାଜପୁର ଅଧିଷ୍ଠାତ୍ରୀ ଦେବୀମା’ ବିରଜାଙ୍କଶାରଦୀୟ ଦୁର୍ଗୋତ୍ସବ ତଥା ମୁଖ୍ୟ ପର୍ବୋତ୍ସବରବିଭିନ୍ନକାର୍ଯ୍ୟ ନିର୍ଘଣ୍ଟଚୂଡାନ୍ତ ହୋଇଚ୍ଥି । ସେପ୍ଟେମ୍ୱର ୧୭ତାରିଖମୂଳାଷ୍ଟମୀମା’ ବିରଜାଙ୍କ ଘଟ ନିମଜ୍ଜନ, ରାତ୍ର ଘ. ୮.୩୫ ମିନିଟଗତେ ମହାସ୍ନାନ ଓ ସିଂହାସନେ,... Read More
ବାଲେଶ୍ୱର : ରେମୁଣା ନବମାତୂକା ପୂଜା କମିଟି ତରଫରୁ ଚଳିତବର୍ଷ ନବମାତୃକା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରେମୁଣା ଖିରଚୋରା ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଡ.... Read More
ବିଭିନ୍ନ ବିଭାଗ ସହ ବିଏମସିର ସମନ୍ୱୟ ବୈଠକ ଭୁବନେଶ୍ୱର : ଦୁଇ ବର୍ଷ ପରେ ରାଜଧାନୀରେ ଏଥର କରୋନା କଟକଣାମୁକ୍ତ ଦୁର୍ଗା ପୂଜା ହେବ । ଏ ବର୍ଷ ରାଜଧାନୀରେ ୧୭୮ଟି ଦୁର୍ଗା ମେଢ଼... Read More
ନୂଆଦିଲ୍ଲୀ: ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଭଳି ଅନେକ ଆପ୍ ସମ୍ପୂର୍ଣ୍ଣ ମାଗଣାରେ ଭଏସ୍ ଏବଂ ଭିଡିଓ କଲିଂ ସୁବିଧା ପ୍ରଦାନ କରନ୍ତି | କିନ୍ତୁ ଏହି ସୁବିଧା ଶୀଘ୍ର ଶେଷ ହୋଇପାରେ । ରିପୋର୍ଟ... Read More
