ମହାନଗର

ଭୁବନେଶ୍ୱର : ଏଣିକି ରାଜଧାନୀ ଭୁବନେଶ୍ୱରର କୌଣସି ଛାତ ଉପରେ ଆଉ ହୋର୍ଡିଂ ରହିବନି ବୋଲି ଭୁବନେଶ୍ୱର ମହାନଗର ନିଗମ ନିଷ୍ପତ୍ତି ନେଇଛି। ପୂର୍ବରୁ ହୋର୍ଡିଂ ହଟାଇବା ପାଇଁ ବିଏମ୍‌ସି ପକ୍ଷରୁ ଅନେକ ଥର... Read More
ବ୍ରହ୍ମପୁର : ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ରେ ଗଞ୍ଜାମ ଜିଲା ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଗଞ୍ଜାମ ଜିଲାକୁ ମିଳିଛି ୬ଟି ପୁରସ୍କାର। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଦିଆଯାଉଥିବା ପୁରସ୍କାରରେ ଗଞ୍ଜାମକୁ ମିଳିଛି ଶ୍ରେଷ୍ଠ... Read More
ବ୍ରହ୍ମପୁର: ବ୍ରହ୍ମପୁର ମା’ ବୁଢ଼ି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଏବେ ଉତ୍ସବ ମୁଖର ହୋଇଉଠିଛି ବ୍ରହ୍ମପୁର ସହର ତଥା ବଡ଼ ବଜାର ଅଞ୍ଚଳ। ଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଆରମ୍ଭ ହୋଇଛି ବୁଢ଼ି ଠାକୁରାଣୀଙ୍କ... Read More
ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଚତୁର୍ଥ ଦିନରେ ଶୁକ୍ରବାର ରାତିରେ ମା’ ଆସ୍ଥୟୀ ପୀଠରୁ ବଡ ବଜାର, କମାଲବାରୀ ସାହି, ସାନ୍ତାଣି ସାହି, ମାର୍ଥାପେଟା ସାହି ପରିକ୍ରମା କରି... Read More
ବ୍ରହ୍ମପୁର: ରେଶମ ସହରରେ ଚାଲିଥିବା ପ୍ରସିଦ୍ଧ ଦ୍ବିବାର୍ଷିକ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରାରେ ଗୁରୁବାର ସନ୍ଧ୍ୟାରୁ ଘଟ ପରିକ୍ରମା ଆରମ୍ଭ ହୋଇଛି। ନୀତି ମୁତାବକ ମା’ଙ୍କ ଘଟ ପ୍ରଥମ ସନ୍ଧ୍ୟାରେ ଦେଶୀବେହେରା ସାହିରେ ଥିବା... Read More
ରାଉରକେଲା : ଆଇପିଏଲ୍ ବେଟିଂ ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କଲା ରାଉରକେଲା ରଘୁନାଥପାଲ୍ଲୀ ପୋଲିସ । ଗିରଫ ମାନେ ହେଲେ ଉତ୍ତର ପ୍ରଦେଶର ରବି ସିଂ, ଛତିଶଗଡର ଶେଖର ଭାଦାଭନି, ଅନୁରାଗ ଦେହାରିୟା,... Read More
ବ୍ରହ୍ମପୁର : ଦିଗପହଣ୍ଡି ମୁଖ୍ୟ ରାସ୍ତା ଅନଙ୍ଗପୁର ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଗୁରୁବାର ଅପରାହ୍ନରେ ହୋଇଥିବା ଏହି ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଛି। ପୁଅ ସମେତ ୨ ଜଣ ଗୁରୁତର... Read More
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଧରାପଡିଲେ ଖଣ୍ଡିଗିରି ଥାନା ଏସଆଇ । ଲାଞ୍ଚ ନେଉଥିବା ବେଳେ ଏସଆଇ ସୁଶାନ୍ତ ସ୍ବାଇଁଙ୍କୁ ଧରିଛି ଭିଜିଲାନ୍ସ । ଏକ ମାମଲାର ରଫାଦଫା ପାଇଁ ୫୦ ହଜାର ଟଙ୍କା... Read More
ବ୍ରହ୍ମପୁର: ବ୍ରହ୍ମପୁର ପ୍ରସିଦ୍ଧ ଦ୍ବିବାର୍ଷିକ ମା’ ବୁଢି ଠାକୁରାଣୀ ଯାତ୍ରା ଏଥର ୨୮ ଦିନ ଅବଧିର ରହିଛି। ମା’ସାଆନ୍ତାଣୀ ଆସନ୍ତା ମେ ପହିଲା ପର୍ଯ୍ୟନ୍ତ ବାପ ଘର ଅର୍ଥାତ୍ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ... Read More
ବ୍ରହ୍ମପୁର: ଗୋଷାଇଁନୂଆଗାଁ ଥାନା ନେହରୁନଗର ୧୦ମ ଗଳିରେ ବୁଧବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ବୁଡୁ ବେହେରା। ତାଙ୍କୁ ତାଙ୍କର ମଝିଆ ଭାଇ ପୂର୍ଣ୍ଣ ବେହେରା ହତ୍ୟା କରିଥିବା ଅଭିଯୋଗ... Read More

Categories