ନୀତିବାଣୀ

ଆକାଶକୁ ଚାହଁ । ଆମ୍ଭେମାନେ ଏକା ନୋହୁ । ସମଗ୍ର ବିଶ୍ୱ ଆମ ପ୍ରତି ମିତ୍ରତା ଆଚରଣ କରିଥାଏ ଏବଂ ଯେଉଁମାନେ ସ୍ୱପ୍ନ ଦେଖନ୍ତି ଓ କର୍ମ କରନ୍ତି, ସେମାନଙ୍କୁ ସର୍ବୋତ୍କୃଷ୍ଟ ଫଳ ପ୍ରଦାନ... Read More
ନିଜର ଦେଶ ସ୍ୱାଧୀନ ବୋଲି ଅନୁଭବ କରିବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ଏବଂ ଦେଶର ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତବ୍ୟ । – ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ... Read More
ବିପଦରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରନାହିଁ, ବରଂ ବିପଦକୁ ସମ୍ମୁଖୀନ ହେବା ନିମନ୍ତେ ନିର୍ଭୀକ ହେବାକୁ ପ୍ରାର୍ଥନା କର । – ରବୀନ୍ଦ୍ର ନାଥ ଠାକୁର... Read More
ବିଶ୍ୱରେ ଏତେ ପରିମାଣରେ ଲୋକମାନେ ଭୋକିଲା ରହିଛନ୍ତି ଯେ ସେମାନଙ୍କ ପାଇଁ ଖାଦ୍ୟ ହିଁ କେବଳ ଈଶ୍ୱର, ଆଉ କେହି ନୁହନ୍ତି । – ମହାତ୍ମା ଗାନ୍ଧୀ... Read More
ଅଧିକାରକୁ ହରଣ କରିଥିବା ବ୍ୟକ୍ତିଙ୍କ ବିବେକ ନିକଟରେ ନିବେଦନ କରି ହୃତ ଅଧିକାରକୁ କେବେହେଲେ ଫେରାଇ ଅଣାଯାଇପାରେ ନାହିଁ । – ବି. ଆର. ଆମ୍ବେଦକର... Read More

Categories