ନୀତିବାଣୀ

ପ୍ରତ୍ୟେକ ଲୋକର ଆବଶ୍ୟକତାକୁ ମେଂଟାଇବା ପାଇଁ ପୃଥିବୀ ସବୁକିଛି ଯୋଗାଇ ଦେଇଥାଏ; କିନ୍ତୁ ଲୋଭକୁ ମେଂଟାଇବା ପାଇଁ ନୁହେଁ । – ମହାତ୍ମା ଗାନ୍ଧୀ... Read More
ବର୍ଷରେ ଦୁଇଗୋଟି ଦିନ ଅଛି ଯେଉଁ ଦିନମାନଙ୍କରେ ଆମେ କିଛି କରି ପାରିବା ନାହିଁ । ସେ ଦୁଇ ଦିନ ହେଉଛି-ଗତକାଲି ଓ ଆସନ୍ତାକାଲି । – ମହାତ୍ମା ଗାନ୍ଧୀ... Read More
ସମ୍ପୃକ୍ତି ବିନା ସଫଳତା ମିଳେନାହିଁ । କୌଣସି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ବିଫଳ ହେବାର ସମ୍ଭାବନା କ୍ଷୀଣ । । – ଡ. ଏପିଜେ ଅବ୍‌ଦୁଲ୍ କଲାମ୍‌... Read More

Categories