ନୀତିବାଣୀ

ସଂକଟ ଓ ଅଚଳାବସ୍ଥା ମଧ୍ୟ କିଛି ଶିକ୍ଷା ଦେଇଥାଏ, ଆଉ ତାହା ହେଉଛି- ସେଗୁଡ଼ିକ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଥାନ୍ତି । – ଜବାହାରଲାଲ୍ ନେହରୁ... Read More
ପ୍ରତ୍ୟେକ ଲୋକର ଆବଶ୍ୟକତାକୁ ମେଂଟାଇବା ପାଇଁ ପୃଥିବୀ ସବୁକିଛି ଯୋଗାଇ ଦେଇଥାଏ; କିନ୍ତୁ ଲୋଭକୁ ମେଂଟାଇବା ପାଇଁ ନୁହେଁ । – ମହାତ୍ମା ଗାନ୍ଧୀ... Read More
ପ୍ରକୃତ ଶିକ୍ଷକ ହେଉଛନ୍ତି ସେହିମାନେ, ଯେଉଁମାନେ ଆମକୁ ଆମ ନିଜ ପାଇଁ ଚିନ୍ତା କରିବାକୁ ଶିକ୍ଷା ପ୍ରଦାନ କରନ୍ତି । – ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌... Read More
ବିଶ୍ୱ ଯେତେ ଜ୍ଞାନ ଆହରଣ କରିଛି, ତାହା ମନୁଷ୍ୟର ମୁଣ୍ଡରୁ ହିଁ ଆସିଛି । ବିଶ୍ୱର ଅସୀମ ପାଠାଗାର ତୁମ ନିଜ ମୁଣ୍ଡ ଭିତରେ ଅଛି । – ସ୍ୱାମୀ ବିବେକାନନ୍ଦ... Read More

Categories