ନୀତିବାଣୀ

ନିଜର ଦେଶ ସ୍ୱାଧୀନ ବୋଲି ଅନୁଭବ କରିବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ଏବଂ ଦେଶର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତବ୍ୟ । । – ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌... Read More
ଯେଉଁଦିନ ଜୀବନର ଚଲାପଥରେ ଆମେ କୌଣସି ସମସ୍ୟାର ସମ୍ମୁଖୀନ ନହେଉ, ସେଦିନ ନିଶ୍ଚିତ ହୋଇଯିବା ଉଚିତ ଯେ ଆମେ ଭୁଲ୍ ବାଟରେ ଚାଲୁଛୁ । – ସ୍ୱାମୀ ବିବେକାନନ୍ଦ... Read More
ଜଣେ ମହାନ ସନ୍ଥଙ୍କର ଯେମିତି ଅତୀତଟିଏ ଥାଏ, ଠିକ୍ ସେମିତି ଜଣେ ସବୁଠୁ ବଡ଼ ପାପୀର ମଧ୍ୟ ଭବିଷ୍ୟତ ଥାଏ । – ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌... Read More

Categories