ବାଲେଶ୍ୱର

ବାଲିଆପାଳ : ଓଡ଼ିଶା କୋଷ୍ଟ କେନାଲ ପୁନରୁଦ୍ଧାର ଦାବୀରେ ସାଇକେଲ ରାଲି ସୋମବାର ତୃତୀୟ ଦିନରେ ବାଲିଆପାଳରେ ପହଞ୍ôଚଛି ।ଏ ନେଇ ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ସଭା ଗୃହରେ ଏକ ଆଲୋଚନାଚକ୍ର ସହିତ... Read More
ବାଲେଶ୍ୱର : ବାଲେଶ୍ୱର ସହର ଏଡ଼ିଏମ୍ ଛକ ସ୍ଥିତ ପବ୍ଲିକ ସରକାରୀ ହାଇସ୍କୁଲ ପରିସରରେ ସୋମବାର ‘ଏକ୍‌ଜାମ ୱାରିୟର୍ସ ଚିତ୍ରାଙ୍କନ ପ୍ରତିଯୋଗୀତା’ ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଏହି... Read More
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଖାନନଗର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାନନଗର ଖେଳପଡ଼ିଆରେ ଆୟୋଜିତ “ସୁରେନ୍ଦ୍ର ନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନୀ ସଭାରେ ଜାତୀୟ କ୍ରୀଡ଼ାବିତ୍ ଓ ମାନବାଧିକାର... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ବ୍ରାହ୍ମଣ ସମିତିର ବାର୍ଷିକ ସାଧାରଣ ସଭା ଓ ବନ୍ଧୁମିଳନ ଉତ୍ସବ ବାରିବାଟି ସ୍ଥିତ ସମିତିର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ସଂଗଠନର ସଭାପତି ଡା. ଶ୍ରୀଶ... Read More
ବାଲେଶ୍ୱର : ବାଲେଶ୍ୱର ସହର ପଢ଼ୁଆଁପଦା ସ୍ଥିତ ରାଜ୍ୟ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାଗୃହରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ ଅବସରରେ ସୋମବାର ‘ସହାୟକ’ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର... Read More
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ୮ ଦିନ ବ୍ୟାପୀ ଅନୁଷ୍ଠିତ ଗଙ୍ଗାମାତା ଓ ଶୀତଳା ମାତାଙ୍କ ବାର୍ଷିକ ପୂଜୋତ୍ସବ ଉଦଯାପିତ ହୋଇଯାଇଛି... Read More
ନୀଳଗିରି : ନୀଳଗିରି କଲେଜର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ମହାସମାରୋହରେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଓ ନୂତନ ଛାତ୍ରଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ହୋଇଥାଏ ଏକତାର... Read More
ନୀଳଗିରି : ଭାରତମାତାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଇବା ସହ ନେତାଜୀ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ... Read More
ଜଳେଶ୍ୱର : ଜଳେଶ୍ୱର ବ୍ଳକ ଅଧିନ ନାମ୍ପୋ ପଂଚାୟତର କୁସୁମକୁଟି ଆଦିବାସୀ ସାହିରେ ହଠାତ୍ ଅଗ୍ନିକାଣ୍ଡ ଘଟି ପାନ କିସ୍କୁର ସଂପୂର୍ଣ୍ଣ ଘର ଭସ୍ମିଭୂତ ହୋଇଛି । ପାନ କିସ୍କୁ ବନ୍ଧୁଘରକୁ ଯାିଥିବା ବେଳେ... Read More
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଆଡ ପଂଚାୟତର ପୁରୁଣାପାଣି ଗାଁରେ ନେତାଜୀ କ୍ଳବ ସହଯୋଗରେ ଜଳେଶ୍ୱର ରୋଟାରୀ କ୍ଲବ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରାୟ ୧୦୦... Read More

Categories