ଜଳେଶ୍ୱର : ବାଲେଶ୍ୱର ଜିଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଶୁକ୍ରବାର ଜଳେଶ୍ୱର ହାଇସ୍କୁଲ ପରିସରରେ ଉଦ୍ଘାଟିତ ହୋଇଛି । ଦୁଇଦିନିଆ ଏହି ଶିବିରରେ ୧୨ଟି ବ୍ଲକର ଛାତ୍ରୀଛାତ୍ର ଭାଗ ନେଇଥିବା... Read More
ବାଲେଶ୍ୱର
ନୀଳଗିରି : ନୀଳଗିରି ଏନ୍ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁ ଗାଈଙ୍କ ମୃତ୍ୟୁ ହେଉଥିବା ନେଇ ଅଭିଯୋଗ ହୋଇଛି ।ସୂଚନା ଯେ, ନୀଳଗିରି ଏନ୍ଏସିରେ ପରିବେଶର ସ୍ୱଚ୍ଛତା ଆଣିବା ପାଇଁ ୧୩... Read More
ବାଲେଶ୍ୱର : ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ବିର୍ଲା ଟାୟାର ଫାଟକ ଠାରୁ ନହରପାରଟଣା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ଏବଂ ଏଥି ସଂଲଗ୍ନ... Read More
ବାଲେଶ୍ୱର : ଖବରକାଗଜ ବିତରକମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା, ପରିଚୟପତ୍ର ସମେତ ଅନ୍ୟାନ୍ୟ ସୁବିଧା ପ୍ରଦାନ ଲାଗି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାକୁ ଗତ ୨୦୨୧ ଡିସେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ... Read More
ଜଳେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପାର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା ୭ମ ଦିନରେ ପହଞ୍ôଚଛି । ଷ୍ଟାଡ଼ିୟମ... Read More
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପ-କାରାଗାରରେ ଥିବା ଜନୈକ ବିଚାରାଧୀନ କଏଦୀର ସ୍ୱାସ୍ଥ୍ୟବସ୍ଥା ସଙ୍ଗୀନ ହୋଇ ପଡ଼ିବାରୁ ଜେଲ୍ କର୍ମଚାରୀମାନେ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲୋର ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା... Read More
ନୀଳଗିରି : ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାଲେଶ୍ୱର ଜିଲା ନୀଳଗିରି ନିକଟ ବାବା ପଞ୍ଚଲିଙ୍ଗେଶ୍ୱର ପୀଠ । ଭକ୍ତଙ୍କ ପାଇଁ ଗତ ୨ବର୍ଷ ହେବ କୋଭିଡ୍ କଟକଣା ଯୋଗୁଁ ରାଜ୍ୟ... Read More
ସରକାର ଜାରି କଲେ ନିର୍ଦ୍ଦେଶ ନାମା ବାଲିଆପାଳ : ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳର ୨୪ କିଲୋମିଟର ସମୁଦ୍ର କୂଳିଆ ଅଞ୍ଚଳର ଲୋକମାନେ ସମୁଦ୍ରରୁ ନିତି ମାଛ ଧରି ଜୀବିକା ନିର୍ବାହ କରନ୍ତି ।... Read More
ବାଲେଶ୍ୱର : ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ, ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ‘ହେଲପିଙ୍ଗ୍ ସୋସାଇଟି’ ବାଲେଶ୍ବର ଓ ସମ୍ବାଦ-ଆମ ଓଡ଼ିଶା... Read More
ବାଲେଶ୍ୱର : ଆସନ୍ତା ଅପ୍ରେଲ ୨୯ ତାରିଖ ଠାରୁ ମଇ ୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ସେଥିପାଇଁ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।... Read More
