ଯାଜପୁର : ଧାମନଗର ବିଧାନସଭା ଆସନରେ ବିଜେପିର ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜୟ ହାସଲ ନେଇ ଯାଜପୁର ବିଜେପି ପକ୍ଷରୁ ବେଶ୍ ଆନନ୍ଦ ଉଲ୍ଲାସର ପର୍ବ ପାଳନ କରିଛନ୍ତି । ବହୁ ସଂଖ୍ୟକ ଦଳୀୟ କର୍ମୀ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଏହି ଆନନ୍ଦରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।
Post Views: 3,133