ଅପରାଧ ମାଲକାନଗିରି ବିଜାପୁରରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ପୋଡ଼ି ଦେଲେ ୬ ଗାଡ଼ି April 19, 2022 ବିଜାପୁର : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁରରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଶିବଶକ୍ତି କମ୍ପାନୀର ୬ ଗାଡ଼ି ପୋଡ଼ି ଦେଲେ ମାଓବାଦୀ । ବାଲିଖନନରେ ୬ ଗାଡ଼ି ନିୟୋଜିତ ଥିଲା । ମୀନାଗାଲ ନଦୀରେ ବାଲିଖନନ ବେଳେ ପୋଡ଼ାଜଳା । Post Views: 3,243 Spread the love Tags: Bijapur Malkangiri Maoist Six Vehicles on Fire Continue Reading Previous: ମାହାଙ୍ଗା ଗଣହତ୍ୟା ମାମଲା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟNext: କଟକରୁ ସାଢେ ୩ ଟନ୍ ନକଲି ସର୍ଫ ଜବତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବାଲେଶ୍ୱର : ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼, ଡାକ୍ତରଖାନାରେ ଭର୍ତ୍ତି ଅପରାଧ ବାଲେଶ୍ୱର ବାଲେଶ୍ୱର : ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼, ଡାକ୍ତରଖାନାରେ ଭର୍ତ୍ତି August 7, 2024 ବାଲେଶ୍ୱର : ଫୁଟିଲା ଦୁଇ ରାଉଣ୍ଡ ଗୁଳି, ଜଣେ ଗୁରୁତର ଅପରାଧ ବାଲେଶ୍ୱର ବାଲେଶ୍ୱର : ଫୁଟିଲା ଦୁଇ ରାଉଣ୍ଡ ଗୁଳି, ଜଣେ ଗୁରୁତର June 4, 2024 ଆତଙ୍କବାଦୀ ସଂଗଠନ ଆଇଏସର ଭାରତ ମୁଖ୍ୟ ଓ ଜଣେ ସହଯୋଗୀ ଗିରଫ ଅପରାଧ ଦେଶ-ବିଦେଶ ଆତଙ୍କବାଦୀ ସଂଗଠନ ଆଇଏସର ଭାରତ ମୁଖ୍ୟ ଓ ଜଣେ ସହଯୋଗୀ ଗିରଫ March 21, 2024 ବାଲେଶ୍ୱର : ଜୁଆ ଆଡ୍ଡାରେ ଚଢାଉ ବେଳେ ମହିଳା ଥାନା ଅଧିକାରିଣୀ ଓ ଡ୍ରାଇଭରଙ୍କୁ ଆକ୍ରମଣ, ୨୦ ଅଟକ ଅପରାଧ ବାଲେଶ୍ୱର ବାଲେଶ୍ୱର : ଜୁଆ ଆଡ୍ଡାରେ ଚଢାଉ ବେଳେ ମହିଳା ଥାନା ଅଧିକାରିଣୀ ଓ ଡ୍ରାଇଭରଙ୍କୁ ଆକ୍ରମଣ, ୨୦ ଅଟକ February 19, 2024 ବାଲେଶ୍ୱର : ଆସାମୀ ମାଡ଼ରେ ଦୁଇ କନେଷ୍ଟବଳ ଗୁରୁତର ଅପରାଧ ବାଲେଶ୍ୱର ବାଲେଶ୍ୱର : ଆସାମୀ ମାଡ଼ରେ ଦୁଇ କନେଷ୍ଟବଳ ଗୁରୁତର January 27, 2024 ପୂର୍ବ ଶତ୍ରୁତାକୁ ନେଇ ହତ୍ୟା! ଟ୍ରାକ୍ଟର ଚପାଇ ଦୁର୍ଘଟଣାର ରୂପ ଦେଲେ ଅଭିଯୁକ୍ତ ଅପରାଧ ବାଲେଶ୍ୱର ପୂର୍ବ ଶତ୍ରୁତାକୁ ନେଇ ହତ୍ୟା! ଟ୍ରାକ୍ଟର ଚପାଇ ଦୁର୍ଘଟଣାର ରୂପ ଦେଲେ ଅଭିଯୁକ୍ତ January 20, 2024