ବାଲେଶ୍ୱର ନଗର ବିଜେପିର ପ୍ରବାସ ବୈଠକ
ବାଲେଶ୍ୱର : ନଗର ବିଜେପି ପକ୍ଷରୁ ପ୍ରବାସ ବୈଠକ ଅନୁଷ୍ଠିତ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇାଇଛି । ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ନଗର ପ୍ରଭାରୀ କମଲ ଚନ୍ଦ୍ର ଦାସ, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ମମତା ମହାପାତ୍ର, ଅରୂପ ଜେନା, କାଉନସିଲର ସତ୍ୟଶିବ ସୁନ୍ଦର୍ ଦାସ, ନିରୂପମା ଦାସ, ରୋଜାଲିନି ପାଣି, ନିତ୍ୟ ଗେ।।ଳ ସିଂହ, ଯୋଗେନ୍ ଚନ୍ଦ୍ର ରଣା, ସନାତନ ବାରିକ, ସଞ୍ଜୀବ ପ୍ରଧାନ, ପବନ ସିଂହ, ସସ୍ମିତା ପଣ୍ଡା, ସର୍ବେଶ୍ୱର ପାତ୍ର, ପ୍ରଶାନ୍ତ ପରିଡ଼ା,ଶେଖ୍ ଅଫଜଲ, ଦେବବ୍ରତ ମିଶ୍ର, ସଂଯୁକ୍ତା ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଦଳୀୟ ସଂଗଠନ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ବୁଥ୍ ସ୍ତରରୁ ଦଳକୁ ମଜବୁତ କରିବା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଯୁବ ସମାଜ ସେବୀ ସଙ୍ଗମ ଦାସ ଦଳରେ ଯୋଗଦାନ କରିଥିଲେ । ତାଙ୍କୁ ଦଳୀୟ ନେତାମାନେ ସ୍ୱାଗତ କରିଥିଲେ ।
