ଲଦ୍ଦାଖ : ଲଦ୍ଦାଖରେ ମଙ୍ଗଳବାରଦିନ ଭୁକମ୍ପର ଝଟକା ଅନୁଭବ ହୋଇଛି । ଭୁକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ନେସନାଲ ସେଂଟର ଫର ସିସ୍ମୋଲୋଜି ( ଏନସିଏସ୍) ସୂଚନା ଅନୁସାରେ ମଙ୍ଗଳବାରଦିନ ସକାଳ ୧୦ଟା ୪୭ ମିନିଟ ସମୟରେ ଲଦ୍ଦାଖରେ ରିକ୍ଟର ସ୍କେଲରେ ୪.୩ ତୀବ୍ରତା ଭୁକମ୍ପ ହୋଇଥିଲା ।
Post Views: 55,976