ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ଗୟଳ ଶନିବାର ସକାଳେ ଏକ ଶାବକକୁ ଜନ୍ନ ଦେଇଛି । ଏନେଇ ନବଜାତ ଶାବକକୁ ମିଶାଇ ନନ୍ଦନକାନନରେ ଗୟଳମାନଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ମା’ ଓ ନବଜାତ ଉଭୟ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି ।
Post Views: 3,817