କଟକ : ଆଜି ପୂର୍ବାହ୍ନରେ ଚହଟାସ୍ଥିତ ମହାନଦୀରେ ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଥିଲେ ହେଁ ଏପର୍ଯ୍ୟନ୍ତ ସନ୍ଧାନ ମିଳିପାରିନି । ତେବେ ନିଖୋଜ ଯୁବକ ଜଣକ କଟକ ଚାନ୍ଦିନିଚୈାକ ଅଂଚଳର ବୋଲି ଜଣାଯାଇଛି ।
Post Views: 14,891