ନୟାଗଡ଼ : ନୟାଗଡ଼ରେ ଆସିଲା ପୌର ନିର୍ବାଚନ ଫଳାଫଳ । ୧୬ରୁ ୧୬ଟି ଆସନ ହାତେଇଲା ବିଜେଡି।
ନୟାଗଡ଼ ମ୍ୟୁନିସିପାଲଟିର ୧୬ଟି ଓ୍ବାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପୂର୍ବରୁ ୫ ନମ୍ବର ଓ୍ବାର୍ଡ କାଉନସିଲର ପ୍ରାର୍ଥୀ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଏନେଇ ୧୫ଟି ଓ୍ବାର୍ଡରେ ନିର୍ବାଚନ ହୋଇଥିଲା।
Post Views: 5,987