ଅଧିକାଂଶ ଲୋକମାନେ ଜାଣି ନାହାଁନ୍ତି, ଏହି ଛୋଟ ଭୁଲ୍ ଯୋଗୁଁ ତାଙ୍କ ଶରୀର ସମ୍ପୂର୍ଣ୍ଣ ରୁପେ ବର୍ବାଦ ହେଇଯାଏ !
ପ୍ରତ୍ୟେକ ଦିନ କରୁଥିବା ଆପଣଙ୍କ ଏହି ଗୋଟିଏ ଭୁଲ୍ ଯାହା ଆପଣଙ୍କ ଶରୀରର ଅନ୍ତକୁ ପୂର୍ଣ ରୁପେ ବର୍ବାଦ କରିଦେଇ ଥାଏ ।
ଭୋଜନ ପୂର୍ଣ ରୁପେ ପଚିଯିବା ପରେ, ଅବଶିଷ୍ଟ ଆକାରରେ ଯାହା ରହିଯାଏ ତାହା ମଳ ରୁପେ ଶରୀରରୁ ବାହାରି ଯାଏ । କିନ୍ତୁ ଯେଉଁ ବ୍ୟକ୍ତିର ଅନ୍ତ ଠିକ୍ ରୁପେ କାମ କରି ନ ଥାଏ, ଖାଦ୍ୟର ଅବଶିଷ୍ଟାଂଶ ଶରୀର ଭିତରେ ହିଁ ରହିଥାଏ ଏବଂ ଏହା ସମ୍ପୂର୍ଣ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଆମ ଶରୀରର ଅନ୍ତ ସମୂହର କାର୍ଯ୍ୟ ସୁଚାରୁ ରୂପେ ହେବା ନିହାତି ଆବଶ୍ୟକ କିନ୍ତୁ ଆଜିକାଲିର ଜୀବନ ଶୈଳୀ ଓ ବାତାବରଣ ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଉଛି । ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କ ସେହି ଭୁଲ୍ କହିବାକୁ ଯାଉଛୁ ଯାହା ଯୋଗୁଁ କି ଆପଣଙ୍କ ଅନ୍ତ ସମ୍ପୂର୍ଣ ରୁପେ ଖରାପ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେବେ ଆସନ୍ତୁ ଜାଣିବା :
କେଉଁ ଗୋଟିଏ ଭୁଲ୍ ଯୋଗୁଁ ଆପଣଙ୍କ ଅନ୍ତ ପୂର୍ଣ ରୁପେ ବର୍ବାଦ ହୋଇଥାଏ ଆସନ୍ତୁ ଜାଣିବା : ଅଧିକାଂଶ ଲୋକମାନେ ଭୋଜନ କରିବା ସମୟରେ ବା ଭୋଜନ କରିବା ତୁରନ୍ତ ପାଣି ପିଅନ୍ତି । ଯଦି ଆପଣ ମଧ୍ୟ ଏଭଳି କରନ୍ତି, ତେବେ ଏହି ଅଭ୍ୟାସକୁ ତୁରନ୍ତ ବଦଳାଇ ଦିଅନ୍ତୁ ନଚେତ୍ ଏହା ଆପଣଙ୍କ ଅନ୍ତକୁ ନିଶ୍ଚୟ ବର୍ବାଦ କରିଦେବ । ଏଥିରେ କିଛି ବି ସନ୍ଦେହ ନାହିଁ । କାରଣ ଆପଣ ଏଭଳି କରିଲେ ଖାଇଥିବା ଖାଦ୍ୟ ଠିକ୍ ରେ ହଜମ ହେଇ ନଥାଏ । ପେଟରେ ଜଠରାଗ୍ନି ଥାଏ ଯେଉଁଠାରେ କି ଅଗ୍ନି ଜଳି ଖାଦ୍ୟକୁ ହଜମ କରିବାରେ ସହାୟତା ହେଇଥାଏ । କିନ୍ତୁ ଆପଣ ଯଦି ପାଣି ପିଇ ଦିଅନ୍ତି ତେବେ ସେହି ଅଗ୍ନି ଲିଭିଯଏ ଓ ଖାଦ୍ୟ ହଜମ ହେଇ ନଥାଏ । ଆପଣ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ଏହି ଭୁଲ୍ କରନ୍ତି ତେବେ ଆପଣଙ୍କ ପାଚନ ତନ୍ତ୍ର ଠିକ୍ ରୁପେ କାର୍ଯ୍ୟ କରିପାରି ନଥାଏ, ଯାହା ଯୋଗୁଁ ଆପଣଙ୍କୁ ପେଟ ଜନିତ ସମସ୍ୟା ଯେପରି କି ପେଟ ସଫା ନହେବା, ଗ୍ୟାସ୍ ହେବା, ହଜମ ନ ହେବା ଆଦି ଅସୁବିଧାରେ ସମ୍ମୁଖିନ ହେବାକୁ ପଡ଼ିଥାଏ ।
ଆପଣ ଯଦି ସୁଧୁରି ବେନି ଓ ଏହି ଭୁଲ୍ କରି ଚାଲୁଥିବ ତେବେ ଆପଣଙ୍କୁ କୋଲୋନ୍ କ୍ୟାନ୍ସର ହେବାର ସମ୍ଭାବନା ବଢ଼ି ଯିବ । ଆପଣ ଯଦି ଏହି ରୋଗ ମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ଭୋଜନ କରିବାର ଅତି କମରେ ୧ ଘଣ୍ଟା ପରେ ହିଁ ପାଣି ପିଅନ୍ତୁ ।
ମନେ ରଖନ୍ତୁ ଆପଣ ସେହି ସମୟରେ ପାଣି ପିଇ ପାରିବେ ଯେତେବେଳେ ଭୋଜନ କରୁଥିବା ସମୟରେ ଖାଦ୍ୟ ଯଦି ସଂକିରେ ଅଟକି ଯାଏ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।


