Month: February 2024

ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଓ ଓଡ଼ିଶା କ୍ରିକେଟ ଏସୋସିଏସନ ମିଳିତ ଆନୁକୁଲ୍ୟରେ ଜିଲା ବିଦ୍ୟାଳୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା (ବାଳକ) ନୁଆ ଷ୍ଟାଡିୟମ୍ ପରମିଟ ପଡ଼ିଆ ଠାରେ ଉଦ୍‌ଯାପିତ ହୋଇଯାଇଛି ।... Read More
ଭୁବନେଶ୍ଵର : ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା... Read More
ଭୁବନେଶ୍ବର : ବଢ଼ିଲା କଳାକାର ଭତ୍ତା। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଘୋଷଣା ଅନୁଯାୟୀ, ଏଣିକି ହିତାଧିକାରୀମାନେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ । ସେହିପରି... Read More
କରଞ୍ଜିଆ : ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୯ ତାରିଖରେ ଖିଚିଂ ଠାରେ ଥିବା ମୟୁରଭଞ୍ଜ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ଠାକୁରାଣୀଙ୍କୁ ଦର୍ଶନ କରିବେ... Read More
ବ୍ରହ୍ମପୁର – ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି କର୍କଟ ହସପିଟାଲ ବର୍ଗରେ ପ୍ରତିଷ୍ଠାନର ପରିଚାଳନା... Read More
କଟକ : ପୁଣି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ବୁଧବାର ସନ୍ଧ୍ୟା ସମୟରେ ଓଲଟିଲା ଯାତ୍ରୀବାହୀ ବସ୍... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ସଭାଗୃହରେ ବାଲେଶ୍ୱର ମାଟିର ଯୁଗପୁରୁଷ ଡ. ରବୀନ୍ଦ୍ରମୋହନ ଦାସଙ୍କ ୧୧୩ ତମ ଜୟନ୍ତୀ ଡ. ରବୀନ୍ଦ୍ରମୋହନ ଦାସ ଫାଉଣ୍ଡେସନ୍... Read More
ବାଲେଶ୍ୱର : ବାଲେଶ୍ୱର ସହର ନୂଆବଜାର ସ୍ଥିତ ସିପିଆଇ(ଏମ୍‌) କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା କରି ମିଳିତ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିଅନ୍‌,... Read More
ବାଲେଶ୍ୱର : ବାଲେଶ୍ୱର ସହର ବାଲିଆ ସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ୭ଦଫା ଦାବି... Read More
ବାଲେଶ୍ୱର : ବାଲେଶ୍ୱର ସହର କାଳୀମନ୍ଦିର ନିକଟସ୍ଥ ସଂଘ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହ ବନ୍ଧିତ ବିଜୁ ଶ୍ରମିକ ସାମୁଖ୍ୟ ଟାଟା ପାୱାର ଉତ୍ତରାଞ୍ଚଳ ଶାଖା ପକ୍ଷରୁ ବିଭିନ୍ନ ଦାବି... Read More

Categories