Year: 2023

ଦଶପଲ୍ଲା : ଗରିବଙ୍କୁ ହକରୁ କେନ୍ଦ୍ର ସରକାର ୫କେଜି ଚାଉଳ କାଟିଦେଇଥିବାର ପ୍ରତିବାଦରେ ଗୁରବାର ଦିନ ଦଶପଲ୍ଲା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଇତ୍ଯବସରରେ ପ୍ରତିବାଦ ଶୋଭାଯାତ୍ରା... Read More
ଦଶପଲ୍ଲା : ଦକ୍ଷତା ବିକାଶ ପ୍ରାଧିକାରୀ, ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ, ନୟାଗଡ଼ ଆନୁକୂଲ୍ୟରେ ଗୁରୁବାର ଦିନ ଦଶପଲ୍ଲା ବ୍ଲକ ସଭାଗୃହରେ ଏକ ବ୍ଳକ ସ୍ତରୀୟ ନିଯୁକ୍ତି ଓ ପରାମର୍ଶ ମେଳା ଅନୁଷ୍ଠିତ... Read More
ନବରଙ୍ଗପୁର : ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ମାସିକ ପାଞ୍ଚ କେଜି ଚାଉଳ ମାଗଣା ବନ୍ଦ କରିଦେବା ପ୍ରତିବାଦରେ ଆଜି ବିଜେଡି ଏକ ସାମୂହିକ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଭିନ୍ନ... Read More
ଶିବିର ଦେଶର ନାମୀଦାମୀ ଡାକ୍ତରୀଦଳଙ୍କ ଦ୍ୱାରା ଚାଲିଛି ବିରଳ ଅସ୍ତ୍ରୋପଚାର ଆସନ୍ତା ୨୦ ଯାଏଁ ଜାରି ରହିବ ମାଗଣା ସ୍ୱାସ୍ଥ୍ୟସେବା ବାରିପଦା : ଜିଲ୍ଲା ପ୍ରଶାସନ ଏବଂ ପିଆରଏମ୍ ମେଡିକାଲ କଲେଜ ମିଳିତ ଆନୁକୂଲ୍ୟରେ... Read More
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଂଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ମୟୁରଭଂଜ କପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ବିଜେଏମସିସି ଷ୍ଟେସନ ଏଥଲେଟିକ ଆସୋସିଏସନକୁ ୫ ଉଇକେଟରେ... Read More
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି କାଳିପଡ଼ିଆ ଠାରେ ଶ୍ୟାମା କ୍ଲବ ଆୟାଜନରେ ଚାଲିଥିବା ୪ର୍ଥ ତିହିଡ଼ି ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନ ସନ୍ଧ୍ୟାରେ ସଂଗୀତଗୁରୁ ମନମୋହନ ସାବତ ମଂଚରେ... Read More
ତିହିଡ଼ି : କେନ୍ଦ୍ର ସରକାର ଖାଉଟିମାନଙ୍କୁ ମୁଣ୍ଡପିଛା ୧୦ କିଗ୍ରା ଚାଉଳ ଦେଉଥିଲେ । ସେଥିମଧ୍ୟରୁ ୫କିଗ୍ରା ଚାଉଳ କେନ୍ଦ୍ର ସରକାର ଖାଉଟିମାନଙ୍କ ଠାରୁ କାଟି ଦେଇଛନ୍ତି । ଏହାର ପ୍ରତିବାଦ କରି ତିହିଡ଼ି... Read More
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ନିର୍ବାଚନ ବୁଧବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗୀଗୁରୁ ଭାଗିରଥି ଦତ୍ତ ଉପସଭାପତି ବିଜୟୀ ହୋଇଛନ୍ତି... Read More
ଭୁବନେଶ୍ୱର : ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ... Read More
ଭୁବନେଶ୍ୱର : ୟୁନେସ୍କୋ ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର-୨୦୨୩ ପାଇବାକୁ ମନୋନୀତ ହୋଇଛନ୍ତି ନୂଆପଡ଼ା ଜିଲ୍ଲାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର । ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ମହେନ୍ଦ୍ର ମିଶ୍ରଙ୍କୁ... Read More

Categories