ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ପୁଣି ଜବତ ହେଲା ଧଳାଜହର (ବ୍ରାଉନସୁଗାର) । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପଣ୍ଡାସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିସହ ଦୁଇ ଜଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଛୋଟ ଛୋଟ ପୁଡିଆ କରି ବିକ୍ରି କରୁଥିଲେ ବ୍ୟବସାୟୀ ।
Post Views: 3,738