ଆଜି ସୁପର ସଣ୍ଡେରେ ମହାମୁକାବିଲା! ଇଂଲଣ୍ଡ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଫାଇନାଲ
ନୂଆଦିଲ୍ଲୀ : ଆଜି ସୁପର ସଣ୍ଡେରେ ମହାମୁକାବିଲା l ମହିଳା ଟି-୨୦ ବିଶ୍ବକପ ଅଷ୍ଟମ ସଂସ୍କରଣରେ ରବିବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ।
ଆଇସିସି ମହିଳା ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଆଇସିସି ବିଶ୍ବକପର କୌଣସି ବର୍ଗରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ କୌଣସି ବର୍ଗରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିନଥିଲା। ସେହିପରି ଇଂଲଣ୍ଡ ୨୦୦୯, ୨୦୧୨, ୨୦୧୪ ଓ ୨୦୧୮ରେ ଫାଇନାଲ ଖେଳିଥିଲା।
