ଏପରି କିଛି ଭୁଲ୍ ପାଇଁ ଯାଆଁଳା ଛୁଆ ଜନ୍ମ ହୋଇଥାଏ – ଏହି ଭୁଲ୍ କରୁଛନ୍ତି କି ? ଏବେ ଦେଖି ନିୟନ୍ତୁ
ଆଜିର ଏହି ଆର୍ଟିକିଲରେ ଆମେ ଏକ ନୂତନ ବିଷୟବସ୍ତୁ ଉପରେ ଆଲୋଚନା କରିବା। ଆଜିର ବିଷୟବସ୍ତୁ ହେଉଛି ଆପଣ ଯଦି ଏହି ଭୁଲ କରୁଛନ୍ତି ତେବେ ଜନ୍ମ ହୋଇଥାଏ ଯାଆଁଳା ଛୁଆ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏବେ ଆସନ୍ତୁ ଏହି ସୁନ୍ଦର ବିଷୟବାସ୍ତୁକୁ ଆଲୋଚନା କରିବା।ସାଙ୍ଗମାନେ ଆପଣମାନେ କେଉଁଠି ନା କେଉଁଠି ଦେଖିଥିବେ ଅନେକ ସ୍ତ୍ରୀ ଲୋକଙ୍କ ପାଖରେ ଯାଆଁଳା ପିଲା ଜନ୍ମ ହେବା ସ୍ୱାଭାବିକ ହୋଇଗଲାଣି।କେଉଁଠି ଯାଆଁଳା ପିଲା ଦେଖିବାକୁ ସମ୍ପୂର୍ଣ୍ଣ ଭାବରେ ଏକ ପ୍ରକାର ହୋଇଥିବା ବେଳେ କେଉଁଠାରେ ଯାଆଁଳା ପିଲା ଦେଖିବାକୁ ଭିନ୍ନଭିନ୍ନ ପ୍ରକାରର ହୋଇଥାନ୍ତି।ଆପଣମାନେ ଜାଣିଛନ୍ତି କି ଯାଆଁଳା ପିଲା ଜନ୍ମ ହେବାପାଇଁ ଏମିତି କେଉଁ କାରଣ ରହିଥାଏ?ଆଜି ଆମେ ଜାଣିବା ଗର୍ଭବତୀ ମହିଳା ଗର୍ଭ ଧାରଣ ସମୟରେ ଏପରି କେଉଁ ଭୁଲ କରିଥାନ୍ତି ତାଙ୍କ ଗର୍ଭରେ ଯାଆଁଳା ସନ୍ତାନର ଉତ୍ପତ୍ତି ହୋଇଥାଏ?ତେବେ ଆସନ୍ତୁ ସେହି କାରଣ ବିଷୟରେ ଜାଣିବା।
ବନ୍ଧୁଗଣ ଆମ ଗାଁ ଗହଳିରେ ପ୍ରାୟତଃ ମାନିନିଅନ୍ତିକି ମହିଳା ମାନେ ଗର୍ଭବତୀ ଥିବା ସମୟରେ କିମ୍ବା ଗର୍ଭବତୀ ଥିବା ପୂର୍ବରୁ ଯଦି ଯାଆଁଳା ଫଳ ଖାଇଦେଇଥାନ୍ତି ତେବେ ସେମାନଙ୍କର ଯାଆଁଳା ସନ୍ତାନ ଉତ୍ପତ୍ତି ହୋଇଥାଏ।କିନ୍ତୁ ବୈଜ୍ଞାନିକ ମାନେ ଅନେକ ଗବେଷଣା ଦ୍ୱାରା ବିଶେଷଜ୍ଞ ମାନଙ୍କ ଦ୍ୱାରା ଏହାର ଅନ୍ୟ କିଛି କାରଣ ବାହାର କରିଛନ୍ତି।କଣ ପାଇଁ ଗୋଟିଏ ଶୁକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣର ରୁପି ନେଇଥାଏ।ଏବଂ ଯାଆଁଳା ସନ୍ତାନର ଜନ୍ମ ହୋଇଥାଏ।ଏବେ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ।
ଯେଉଁ ମହିଳା ମାନେ ଅଧିକ ପରିମାଣରେ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି ସେମାନଙ୍କ ଠାରେ ଯାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ଅଧିକ ଥାଏ।କାରଣ ଏହି ବଟିକା ସେବନ କରିବା ଦ୍ୱାରା ତାଙ୍କ ଶରୀରରେ ଫଲିକାଲ ସିମୋଲିଟିଙ୍ଗ ହରମୋନର ମାତ୍ରା କମିଯାଇଥାଏ ଯାହା ଫଳରେ ଶୁକ୍ରାଣୁର ଦ୍ୱିତୀୟ କୋଷ ତିଆରି ହୋଇଥାଏ।ଯାହା ଦୁଇଟି ସନ୍ତାନରେ ଉତ୍ପତ୍ତି ହୋଇଥାଏ।
ଯେଉଁ ମହିଳାଙ୍କ ପରିବାରରେ ପୂର୍ବରୁ କେହି ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ ସେହି ମହିଳାଙ୍କ ଠାରେ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ଅଧିକ ଥାଏ।ଯେଉଁ ମହିଳାମାନେ ଅଧିକ ଆମିଷ ଖାଇଥାନ୍ତି ମୋଟାପଣ ହେବା ସହିତ ସେମାନଙ୍କ ଉଚ୍ଚତା ମଧ୍ୟ ଅଧିକ ରହିଥାଏ।ସେହି କ୍ଷେତ୍ରରେ ଯାଆଁଳା ଛୁଆ ଜନ୍ମ ହେବାର ଅଧିକ ସମ୍ଭାବନା ଥାଏ କାରଣ ଏମାନଙ୍କ ହରମୋନରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଲିଥାଏ।
ଯେଉଁ ମହିଳା ପୂର୍ବରୁ ଦୁଇଟି କିମ୍ବା ତିନୋଟି ସନ୍ତାନ ଜନ୍ମ କରିସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ହେବାର ଦେଖାଯାଏ।ଯାଆଁଳା ସନ୍ତାନ ଜନ୍ମ ହେବାର ଅନ୍ୟ ଏକ କାରଣ ସ୍ଥାନ ଏବଂ ଜଳବାୟୁ ହୋଇଥାଏ।ଆମ ଦୁନିଆରେ ସବୁଠାରୁ ଅଧିକ ଯାଆଁଳା ସନ୍ତାନ ଆଫ୍ରିକାରେ ଦେଖାଯାଇଥାଏ।ଯାହାର କାରଣ ସେଠାକାର ଜଳବାୟୁ ଏବଂ ବତାବରଣ ହୋଇଥାଏ।
ଗର୍ଭରେ ଯାଆଁଳା ଶିଶୁ ଥିଲେ ସବୁ ଲକ୍ଷଣ କଣ ଥାଏ :
ଅଧିକ ଭୋକ ଲାଗିଥାଏ। ଯଦି କୌଣସି ମହିଳାଙ୍କ ଗର୍ଭରେ ଯାଆଁଳା ଶିଶୁ ରହିଥାଏ ତାହେଲେ ସେମାନଙ୍କୁ ଅଧିକ ଭୋକ ଲାଗିଥାଏ।
ଏହାବ୍ୟତୀତ ଯେଉଁ ମହିଳାଙ୍କର ଯାଆଁଳା ଶିଶୁ ଗର୍ଭରେ ଥାଏ ସେମାନଙ୍କର ସ୍ପୋଟିଙ୍ଗ୍ ଏବଂ ବ୍ଲିଡିଙ୍ଗ୍ ହେବାର ସମ୍ଭାବନା ଅଧିକ ରହିଥାଏ।
ମର୍ଣ୍ଣିଙ୍ଗ୍ ସିକନେସ୍। ଯାଆଁଳା ଶିଶୁ ସହିତ ଗର୍ଭବତୀ ଥିବା ମହିଳାଙ୍କ ପ୍ରାରମ୍ଭିକ ଲକ୍ଷଣରେ ମର୍ଣ୍ଣିଙ୍ଗ୍ ସିକନେସ୍ ବହୁତ ଅଧିକ ହୋଇଥାଏ।
ଓଜନ ବଢ଼ିବା। ଗର୍ଭରେ ଯାଆଁଳା ଶିଶୁ ଥିଲେ, ସାମାନ୍ୟ ଗର୍ଭ ତୁଳନାରେ ଓଜନ ଅଧିକ ରହିଥାଏ। କାହିଁକିନା ଦୁଇଟି ଶିଶୁ ଦୁଇଟି ପ୍ଲାସେଣ୍ଟା ଏବଂ ଅଧିକ ଏମନିୟୋଟେକ ଦ୍ରବ ସହିତ ରହିଥାଏ। ସାଧାରଣତଃ ଗର୍ଭାବସ୍ଥାରେ ମହିଳାଙ୍କ ଓଜନ ୨୫ ପାଉଣ୍ଡ ରହିଥାଏ କିନ୍ତୁ ଯାଆଁଳା ଶିଶୁଙ୍କ କ୍ଷେତ୍ରରେ ଏହି ଓଜନ ୩୦ ରୁ ୩୫ ପାଉଣ୍ଡ ଭିତରେ ରହିପାରେ।
ଗର୍ଭରେ ଯାଆଁଳା ଶିଶୁ ଥିଲେ ମହିଳାଙ୍କର ସମୟ ପୂର୍ବରୁ ଡେଲିଭରୀ ହେବାର ଅଧିକ ସମ୍ଭାବନା ରହିଥାଏ। ଲେବର ପେନ୍ ଗର୍ଭାବସ୍ଥାର ୩୬ କିମ୍ବା ୩୭ ସପ୍ତାହ ଭିତରେ ହୋଇପାରେ।
ଯାଆଁଳା ଛୁଆ ଜନ୍ମ ହେବାର ୪ ଟି ପ୍ରମୁଖ କାରଣ :
୩୦ ରୁ ୪୦ ବର୍ଷୀୟା ମହିଳାଙ୍କ ଠାରେ ଯାଆଁଳା ଛୁଆ ହେବାର ସମ୍ଭାବନା ଅଧିକ ଥାଏ । ଡାକ୍ତରଙ୍କ କହିବାନୁସାରେ ବୟସ ଅଧିକ ହୋଇଗଲେ ଓଭାରୀର ସନ୍ତୁଳନରେ ଚେଞ୍ଜ ଆସେ ଏବଂ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଏ ।
ଆମିଷ ତଥା ଫ୍ୟାଟ୍ ଜାତୀୟ ଖାଦ୍ୟ ଖାଉଥିବା ମୋଟା ମହିଳାଙ୍କଠାରେ ଯାଆଁଳା ଛୁଆ ହେବାର ସମ୍ଭାବନା ଅଧିକ ଥାଏ ।
ଯେଉଁ ମହିଳାମାନେ ଆଇଭିଏଫ୍ ର ସାହାରା ନେଇଥାନ୍ତି କିମ୍ବା ଫର୍ଟିଲିଟି ମେଡିସିନ୍ ଖାଇଥାନ୍ତି ସେମାନଙ୍କ ଠାରେ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଇଥାଏ ।
ପୂର୍ବରୁ ମହିଳାଙ୍କ ପରିବାରରେ ମା,ଭଉଣୀ,ଜେଜେମାଙ୍କ ଠାରେ ଯଦି ଏଭଳି ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି ତେବେ ମହିଳାଙ୍କ ଠାରେ ମଧ୍ୟ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଏ । ମହିଳା ଅଣ୍ଡାକୋଷ ସୃଷ୍ଟି କରୁଥିବାରୁ ପରିବାରରେ ମା’ ଭଉଣୀଙ୍କ ଜିନ୍ସ ତାଙ୍କ ପାଖକୁ ଚାଲିଆସିଥାଏ ।
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।


