ଅପରାଧ ପୁରୀ ପୁରୀରେ ପର୍ଯ୍ୟଟକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ April 6, 2023 ପୁରୀ : ପୁରୀରେ ଜୀବନ ହାରିଲେ ଜଣେ ପର୍ଯ୍ୟଟକ । ରେଳଷ୍ଟେସନ ପାଖ ହୋଟେଲ ସାଲୋମିରେ କେରଳର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିଚୟ ଅନସ୍ ଭି.କେ(୩୦)। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ସମୁଦ୍ରକୂଳ ଥାନା ପୋଲିସ ତଦନ୍ତ ଜାରି ରଖିଛି । Post Views: 2,680 Spread the love Tags: Puri Suiside Tourist Continue Reading Previous: ଆଇପିଏଲ୍ ବେଟିଂ ଅଭିଯୋଗ, ୬ ଗିରଫNext: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା : ଅଭିଯୁକ୍ତକୁ ୩ ବର୍ଷ ଜେଲ ଓ ୩ ହଜାର ଟଙ୍କା ଜରିମାନା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଶ୍ରୀମନ୍ଦିରରେ ଆଜି ଦୀପାବଳି, କାଉଁରିଆ କାଠି ଜାଳିବେ ଭକ୍ତ ପୁରୀ ରାଜ୍ୟ ଶ୍ରୀମନ୍ଦିରରେ ଆଜି ଦୀପାବଳି, କାଉଁରିଆ କାଠି ଜାଳିବେ ଭକ୍ତ November 1, 2024 ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ, ସକାଳ ୪ରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି ପୁରୀ ରାଜ୍ୟ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ, ସକାଳ ୪ରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି October 9, 2024 ଦୁଇ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ ପୁରୀ ଦୁଇ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ August 31, 2024 ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ପୁରୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ August 31, 2024 ଆଜି ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଳମ୍ୱାସୁର ବଧ ବେଶ ପୁରୀ ଆଜି ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଳମ୍ୱାସୁର ବଧ ବେଶ August 30, 2024 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଆଗତ ହେବ ବଜେଟ୍ ପୁରୀ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଆଗତ ହେବ ବଜେଟ୍ August 30, 2024