ଆଜି ଗଙ୍ଗାରେ ନବ ଦାସଙ୍କ ଅସ୍ତି ବିସର୍ଜନ କରିବେ ପୁଅ
ଝାରସୁଗୁଡ଼ା : ଆଜି ହିନ୍ଦୁ ରୀତିନୀତି ଅନୁସାରେ ପ୍ରୟାଗରାଜ ସ୍ଥିତ ଗଙ୍ଗା ନଦୀରେ ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ଅସ୍ତି ବିସର୍ଜନ କରିବେ ପୁଅ ବିଶାଳ ଦାସ ।
ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ଅସ୍ତି ବିସର୍ଜନ ପାଇଁ ଗତ ରବିବାର ପୁଅ ବିଶାଳ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯାଇଛନ୍ତି ପ୍ରୟାଗରାଜ। ବିଶାଳଙ୍କ ସହିତ ପରିବାରର ୪ ଜଣ ସାଙ୍ଗରେ ଯାଇଛନ୍ତି ।
